ବାରମ୍ବାର ବିଦ୍ୟୁତ କାଟ୍; ପେଶି ହେଉଛନ୍ତି ସାଧାରଣ ଜନତା
ଗଜପତି, ୨୯/୬ : ବାରମ୍ବାର ବିଦ୍ୟୁତ କାଟକୁ ନେଇ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ଦୁଇ ଗ୍ରାମବାସୀ । ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ଅମରା ଓ ଡାଳିମ୍ବପୁରର ଗ୍ରାମବାସୀ ବାରମ୍ବାର ବିଦ୍ୟୁତ କାଟକୁ ନେଇ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ବର୍ତ୍ତମାନ ଅସହ୍ୟ ଗୁଳୁଗୁଳି ହେଉଥିବାରୁ ବିନା ବିଦ୍ୟୁତରେ ଲୋକେ ଅସ୍ତବ୍ୟସ୍ତ ହେଉଛନ୍ତି । ଏଭଳି ପରିସ୍ଥିତିରେ ବାରମ୍ବାର ବିଦ୍ୟୁତ କାଟ୍ ହେଉଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି […]