ଓଡିଶା

ବାରମ୍ବାର ବିଦ୍ୟୁତ କାଟକୁ ନେଇ ସ୍ମାରକପତ୍ର ପ୍ରଦାନ…

ଗଜପତି, ୨୦/୦୬ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଗଜପତି ବିକାଶ ସୁରକ୍ଷା ମଞ୍ଚର ଆବାହକ ଆମୋଦ କୁମାର ବର୍ଦ୍ଧନଙ୍କ ନେତୃତ୍ୱରେ ଗଜପତି ବିକାଶ ସୁରକ୍ଷା ମଞ୍ଚର ସଦସ୍ୟ ମାନେ ବାରମ୍ବାର ବିଦ୍ୟୁତ କାଟ ସମ୍ବନ୍ଧରେ ବିଦ୍ୟୁତ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି ପଦ୍ମପୁର ବିଭାଗ ତଥା ତାରଙ୍ଗଡ଼ା ଓ ଜିଭା ପଞ୍ଚାୟତ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ କାଟକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି […]

ଓଡିଶା କ୍ରୀଡା

ଇଣ୍ଟର କଣ୍ଟିନେଣ୍ଟାଲ ଫୁଟବଲ ମ୍ୟାଚବେଳେ କଳିଙ୍ଗ ଷ୍ଟାଡିୟମରେ ପାୱାର ଟ୍ରିପ୍…

ଭୁବନେଶ୍ବର : ଧନ୍ୟ ଆମ ଶକ୍ତି ମନ୍ତ୍ରୀ । ଧନ୍ୟ ଆମ ରାଜ୍ୟର ବିଦ୍ୟୁତ୍ ବ୍ୟବସ୍ଥା । ଇଣ୍ଟର କଣ୍ଟିନେଣ୍ଟାଲ ଫୁଟବଲ ମ୍ୟାଚବେଳେ କଳିଙ୍ଗ ଷ୍ଟାଡିୟମରେ ପାୱାର ଟ୍ରିପ୍ । ଅନ୍ଧାରରେ ରହିଲେ ଖେଳାଳି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ ଚାଲିଥିବା ବେଳେ ଦେଖାଦେଇଛି ବିଦ୍ୟୁତ୍ ବିଭ୍ରାଟ । ଆମ ରାଜ୍ୟର ଏହି ବିଦ୍ୟୁତ୍ ବିଭ୍ରାଟ ଏବେ ବିଶ୍ବ ଦରବାରରେ ରାଜ୍ୟର ସୁବ୍ୟବସ୍ଥାର ଚିତ୍ରକୁ ପଦାରେ ପକାଇଛି । ସୂଚନା ଅନୁସାରେ, ଭାରତ ଓ ଲେବାନନ୍ […]

ଓଡିଶା

ମୁକୁଳା ଅବସ୍ଥାରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର…ଭୁଲ୍ କାହାର, ପ୍ରଶାସନର ନା TPCODLର…

ଓଡାପଡା (ଗୋପବନ୍ଧୁ ବାରିକ) : ବିପଦ ବଢାଉଛି ମୁକୁଳା ଟ୍ରାନ୍ସଫର୍ମର । ସବୁ ଜାଣି ଅଜଣା ହେଉଛନ୍ତି ବିଭାଗୀୟ କର୍ତ୍ତୁପକ୍ଷ । ଯଦି ଅକସ୍ମାତ କାହାର ଦୁର୍ଘଟଣା ହୁଏ, ତେବେ ଦାୟୀ କିଏ ରହିବ ? ଏ ହେଉଛି ଓଡାପଡା ବ୍ଲକ ସିମିନଇ ଗାଁର ଭବବାନପୁର ଓ ନୂଆ ସାହିର ଦୃଶ୍ୟ । ଗାଁର ଅନେକ ସ୍ଥାନରେ ମୁକୁଳା ହୋଇ ପଡି ରହିଛି ବିଦ୍ୟୁତ ଟ୍ରାନ୍ସଫର୍ମର । ଟ୍ରାନ୍ସଫର୍ମର ଚତୁଃପାଶ୍ୱର୍ରେ ନା ରହିଛି ତାର ଜାଲି ନା […]

ଓଡିଶା

ବିଦ୍ୟୁତ ଷ୍ଟ୍ରକଚରରେ କାମ କରୁଥିବାବେଳେ ଅଘଟଣ, ଅକାଳେ ଚାଲିଗଲା କର୍ମଚାରୀଙ୍କ ଜୀବନ

ବିଦ୍ୟୁତ ଷ୍ଟ୍ରକଚରରେ ଯନ୍ତ୍ରାଂଶ ମରାମତି କରୁଥିବା ବେଳେ ପୁଣି ଜଣେ କର୍ମଚାରୀଙ୍କ ମୃତ୍ୟୁ । ବିନା ସେଫଟି ସରଞ୍ଜାମରେ କାମ କରୁଥିବାରୁ ଏଭଳି ଅଘଟଣ ଘଟିଥିବା ସୂଚନା । ବିନା ସେଫଟି ସରଞ୍ଜାମରେ କର୍ମଚାରୀଙ୍କୁ ଖୁଣ୍ଟି ଉପରେ ଚଢିବାକୁ କିଏ ଦେଲା ଅନୁମତି । କାର୍ଯ୍ୟରତ କର୍ମଚାରୀଙ୍କ ମୃତ୍ୟୁ ପାଇଁ ଦାୟି କିଏ । ହିନ୍ଦୋଳ ଏନ.ଏ.ସି ଅନ୍ତର୍ଗତ ଚରଣପୁର ସ୍ଥିତ ବିଦ୍ୟୁତ ଷ୍ଟ୍ରକଚରରେ ଏକ ଠିକା ସଂସ୍ଥା ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କର ବିଦ୍ୟୁତ କରେଣ୍ଟ ଲାଗି […]