ଓଡିଶା

ପିଲାମାନଙ୍କ ଉପରେ ତମାଖୁ ପ୍ରଭାବର ଗୁରୁତର ପରିସ୍ଥିତି ଉପରେ ବିଚାର ବିମର୍ଶ…

ଭୁବନେଶ୍ୱର : ପିଲାମାନଙ୍କ ଉପରେ ତମାଖୁ ପ୍ରଭାବର ଗୁରୁତର ପରିସ୍ଥିତିକୁ ବିଚାର କରି, ଓଡିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପିପୁଲ୍ସ କଲଚରାଲ୍ ସେଣ୍ଟର (ପିକକ୍‌) ଓ କୋଆଲିସନ୍ ଫର ଟବାକୋ ଫ୍ରି ଓଡିଶାର ମିଳିତ ସହଯୋଗରେ ‘ତମାଖୁ ବ୍ୟବହାର ହ୍ରାସ କରି ଜନସ୍ୱାସ୍ଥ୍ୟରେ ଉନ୍ନତି’ ଉପରେ ଯୁବ ଛାୟା ସଂସଦ ଆୟୋଜନ କରିଥିଲେ । ରାଜ୍ୟର କୋଣ ଅନୁକୋଣରୁ ପ୍ରାୟ ୮୦ ଜଣ ଅଂଶଗ୍ରହଣକାରୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବରେ ରାଜ୍ୟସଭା […]

ଓଡିଶା

ତମାଖୁ ଦ୍ୱାରା ପ୍ରତିବର୍ଷ ୧ ମିଲିୟନରୁ ଅଧିକ ଲୋକଙ୍କ ମୃତୁ୍ୟ ହୋଇଥାଏ, ଯାହା ସମସ୍ତ ମୃତ୍ୟୁର ୯.୫%

ଭୁବନେଶ୍ୱର : ଜାତୀୟ ଓ ରାଜ୍ୟସ୍ତରୀୟ ନୀତିରେ ପରିବର୍ତ୍ତନ ଆଣି ତମାଖୁ ସେବନ ହ୍ରାସ କରିବା ତଥା ଜନସ୍ୱାସ୍ଥ୍ୟ ପରିସ୍ଥିତିରେ ସୁଧାର ଆଣିବା ଦିଗରେ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବା ଉଦେ୍ଦଶ୍ୟରେ ସିଭିଲ୍ ସୋସାଇଟି ଓ ସଚେତନ ନାଗରିକମାନଙ୍କୁ ନେଇ ଗଠିତ କୋଆଲିସନ୍ ଫର ତବାକୋ ଫ୍ରି ଓଡିଶା ଏବଂ ଓଡିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପିକକ୍ ଦ୍ୱାରା ‘ତମାଖୁ ବ୍ୟବହାର ହ୍ରାସ କରି ଜନସ୍ୱାସ୍ଥ୍ୟରେ ଉନ୍ନତି’ ବିଷୟବସ୍ତୁ ଉପରେ ଏକ ଜନ ପରାମର୍ଶ କାର୍ଯ୍ୟକ୍ରମ ଆୟୋଜନ […]