ଓଡିଶା

ବିରିଡି ବ୍ଲକରେ ପଂଚାୟତ ସମିତି ବୈଠକ ଅନୁଷ୍ଠିତ…

ଜଗତସିଂହପୁର, (ଏଫ୍ଟୁଏସ୍ /ରୀତା ସାହୁ) : ସାଧାରଣ ନିର୍ବାଚନ ପରେ ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକରେ ପ୍ରଥମ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ମମତା ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ତିର୍ତ୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ, ବିଡିଓ ବିଜୟ କୁମାର ବେହେରା, ଉପାଧ୍ୟକ୍ଷା ପିନାକୀ ପ୍ରିୟଦର୍ଶିନୀ, ଜୋନ ଦୁଇର ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର ଶେଖର ଦାଶ, […]

ଓଡିଶା

ପଞ୍ଚମ ଦିନରେ ଚେଳିତୋଳ ବାଲିଯାତ୍ରା । ଜମୁଛି ଲୋକଙ୍କ ଭିଡ଼ ।

ଜଗତସିଂହପୁର, ୨/୧୨ (ରୀତା ସାହୁ) : ଜମୁଛି ତିର୍ତ୍ତୋଲ ଗୋପିଆକୁଦସ୍ଥିତ ଚେଳିତୋଳ ବାଲିଯାତ୍ରା । ବାଲିଯାତ୍ରା ଦେଖିବା ପାଇଁ ବଢୁଛି ପ୍ରବଳ ଭିଡ଼ । ଭରପୁର ମନୋରଞ୍ଜନ ସହିତ ରାମଦୋଳି, ଚଟପଟି ଖାଦ୍ୟ ସହିତ ମନୋହରୀ ଦୋକାନରେ ଲାଗିଛି ଗରାଖଙ୍କ ପ୍ରବଳ ଭିଡ଼ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକୁଛି ବାଲିଯାତ୍ରା ମଞ୍ଚ । ବାଲିଯାତ୍ରା ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳ ସହିତ ବାହାରୁ ଆସୁଛନ୍ତି ହଜାର ହଜାର ଜନସାଧାରଣ । ଚେଳିତୋଳ ବାଲିଯାତ୍ରା ପଡ଼ିଆ ହୋଇପଡ଼ିଛି ଉତ୍ସବ […]

ଓଡିଶା

ଜମୁଛି ଚେଳିତୋଳ ବାଲିଯାତ୍ରା; ଚତୁର୍ଥ ସନ୍ଧ୍ୟାରେ ଯୋଗଦେଲେ ବିଧାୟକ ଚନ୍ଦ୍ରସାରଥୀ ବେହେରା…

ଜଗତସିଂହପୁର, ୨/୧୨ (ରୀତା ସାହୁ) : ମହାସମାରୋହ ଓ ଆନନ୍ଦ ଉଲ୍ଲାସରେ ଜଗତସିଂହପୁର ଜିଲ୍ଲା ତିର୍ତୋଲ ଗୋପିଆକୁଦଠାରେ ଚେଳିତୋଳ ବାଲିଯାତ୍ରା ଅନୁଷ୍ଠିତ ହେଉଛି । ଏହି ଉତ୍ସବ କାର୍ତିକ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ ସାତଦିନ ଧରି ଚାଲିବ । ବିଭିନ୍ନ ମନୋହରି ଦୋକାନବଜାର, ଖାଦ୍ୟଷ୍ଟଲ ଆଦି ଦୋକାନରେ ଭରି ଯାଇଛି ସମଗ୍ର ବାଲିଯାତ୍ରା ପଡିଆ । ମେଳାରେ ସୁସ୍ୱାଦୁ ଖାଦ୍ୟ , ମନୋହରି ଜିନିଷ କିଣି ଯାତ୍ରା ବୁଲିବା ସହ ସନ୍ଧ୍ୟାରେ ମଂଚରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଆନନ୍ଦଉଲ୍ଲାସର […]

ଓଡିଶା

ଇଲେକ୍ସନ ପାଇଁ ଶଙ୍ଖ ଫୁଙ୍କିବା ଆରମ୍ଭ କଲାଣି ବିଜେଡି…

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଜୋନ ସ୍ତରୀୟ ବିଜେଡି ପ୍ରଶିକ୍ଷଣ ଶିବିର ରଘୁନାଥପୁରସ୍ଥିତ ଏକ ଘରୋଇ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରର ଉଦ୍ଘାଟନୀ ଦିବସରେ ବିରିଡି ବ୍ଲକର ଦୁଇଟି ଜୋନର ବରିଷ୍ଠ ବିଜେଡି ନେତା ଓ କର୍ମୀମାନେ ଯୋଗ ଦେଇଥିଲେ । ଏହି ଶିବିରରେ ତିର୍ତ୍ତୋଲର ବିଧାୟକ ବିଜୟ ଶଙ୍କର ଦାସ, ବିରିଡି ବ୍ଲକ ବିଜେଡି ସଭାପତି ରବୀନ୍ଦ୍ର ରାଉଳ, ବିରିଡି ବ୍ଲକ ଅଧ୍ୟକ୍ଷା ମମତା ପାତ୍ର ପ୍ରମୁଖ […]

ଓଡିଶା

ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମିର ଅବ୍ୟବସ୍ଥାକୁ ନେଇ ତେଜିଲା କଂଗ୍ରେସ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ବିରିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଗଣ ଧାରଣା ଦିଆଯାଇଛି । ତିର୍ତ୍ତୋଲର କଂଗ୍ରେସ ନେତା ହିମାଂଶୁ ଭୂଷଣ ମଲ୍ଲିକଙ୍କ ନେତୃତ୍ୱରେ ବିରିଡି, ରଘୁନାଥପୁର ଓ ତିର୍ତ୍ତୋଲର କଂଗ୍ରେସ ନେତୃବୃନ୍ଦଙ୍କ ସହିତ କର୍ମୀମାନେ ଗଣଧାରଣା ଦେଇଛନ୍ତି । ବିରିଡି ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମିର ଅବ୍ୟବସ୍ଥା, ଡାକ୍ତର ଅଭାବ, ମୃତ୍ୟୁକାଳୀନ ସାର୍ଟିଫିକେଟ ପ୍ରଦାନରେ ବିଳମ୍ବ, ମେଡିକାଲ କର୍ମଚାରୀଙ୍କ ଦୁର୍ବବ୍ୟବହାର […]

ଓଡିଶା

ମଦନ ମୋହନ ପାଠାଗାର ଉଦଘାଟନ କଲେ ତିର୍ତ୍ତୋଲ ବିଧାୟକ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବିରିଡି ବ୍ଳକ ବାଇଶିମୌଜା ମଙ୍ଗୁଲି ପଂଚାୟତ ଶଙ୍ଖାରିସାହିରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାଶ, ବିରିଡି ବ୍ଳକ ଅଧ୍ୟକ୍ଷା ମମତା ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର ଶେଖର ଦାଶ, ବ୍ଳକ ଉପାଧ୍ୟକ୍ଷା ପିନାକୀ ପ୍ରିୟଦର୍ଶିନୀ, ସ୍ଥାନୀୟ ସରପଞ୍ଚ ନିରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ରହି ମଦନ ମୋହନ ଯଜ୍ଞ ମଣ୍ଡପ, […]