ଓଡିଶା

ଜଟଣୀ ପୋଲିସକୁ ସଫଳତା !

ଜଟଣୀ ପୋଲିସକୁ ବଡ ସଫଳତା । ଜଟଣୀ ସ୍ଥିତ ମଧୁସୂଦନ ନଗର ଅଞ୍ଚଳରୁ ବୋଲେରୋ ଚୋରି ଘଟଣାରେ ସମ୍ପୃକ୍ତ ଦୁଅ ଅପରାଧୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଜଟଣୀ ପୋଲିସ । ଗିରଫ ଅଭିଯୁକ୍ତଦ୍ବୟ ହେଲେ ବେଣାପଞ୍ଜରୀ ଗ୍ରାମର ମହମ୍ମଦ ମୁସ୍ତାକ୍ ଏବଂ ବିଶ୍ବଜିତ୍ ପାଲଟାସିଂ । ପୋଲିସ ସେମାନଙ୍କ ନିକଟରୁ ବିଭିନ୍ନ କମ୍ପାନୀର ୬ଟି ଗାଡି ଏବଂ ଗୋଟିଏ ମୋବାଇଲ ଫୋନ୍ ଜବତ କରିଛି । ଅଭିଯୁକ୍ତଦ୍ବୟ ଅନ୍ୟ ସଙ୍ଗୀନ ଅପରାଧିକ ମାମଲାରେ ସଂଶ୍ଲୀଷ୍ଟ ଥିବା […]