ଓଡିଶା

ଅପରାଧ ଡାଏରୀରେ “ଥର” !

ଥର ଚଢ଼ାଇ ହତ୍ୟା ଉଦ୍ୟମ; ଥାନାରେ ମାମଲାଢେଙ୍କାନାଳ, (ଫ୍ରିଟୁସ୍ପିକ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ଏବେ ଥର ଗାଡି ଆତଙ୍କ ଖେଳାଇଛି । ବହୁ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ରହୁଛି ଏହି ଗାଡି । ଖବରରୁ ପ୍ରକାଶ, ହିନ୍ଦୋଳ ଥାନା ହାତୁରା ପଂଚାୟତ ପଡ଼ା ଗ୍ରାମର ସ୍ୱର୍ଗତ ଜଗବନ୍ଧୁ ସାହୁଙ୍କ ପୁଅ ବସନ୍ତ ସାହୁଙ୍କ ସହିତ ଗତବର୍ଷ କାର୍ତ୍ତିକେଶ୍ୱର ଭଷାଣି ବେଳେ ସେହି ଗ୍ରାମର ଭୁବନ ସାହୁଙ୍କ ପୁଅ ରାକେଶ ସାହୁ […]