“ଓରମାସ” ପକ୍ଷରୁ ଟେରାକୋଟା ଷ୍ଟଲ ଉଦ୍ଘାଟିତ…
ଜଗତସିଂହପୁର : ଜଗତସିଂହପୁର ସାନବଜାରରେ “ଓରମାସ” ପକ୍ଷରୁ ଟେରାକୋଟା ଷ୍ଟଲ ଉଦ୍ଘାଟିତ ହୋଇଯାଇଛି । SHG ମହିଳାମାନଙ୍କ ଦ୍ୱାରା ଏହି ଟେରାକୋଟା ଷ୍ଟଲକୁ ଜିଲ୍ଲାପାଳ ପାରୁଲ ପଟୱାରୀ ଉଦଘାଟନ କରିବା ସହିତ ଟେରାକୋଟା କାର୍ଯ୍ୟର ଚମତ୍କାରିତାକୁ ଦେଖି ଭୂୟଂସୀ ପ୍ରଶଂସା କରିଛନ୍ତି । ଓରମାସ ପକ୍ଷରୁ କୁଜଙ୍ଗ ବ୍ଳକ ଫତେପୁର ଗ୍ରାମର ଜୀବନଜ୍ୟୋତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହି ଟେରାକୋଟା ସାମଗ୍ରୀ ତିଆରି କରି ଜିଲ୍ଲା ଓ ଜିଲ୍ଲା ବାହାରେ ଏହାକୁ ବିକ୍ରୟ କରି ନିଜେ […]