ଓଡିଶା

ଧାରଣାରେ ଶିକ୍ଷକ । ପିଲାଙ୍କ ଭବିଷ୍ୟତ ଏବେ ଅନ୍ଧାର ହେବାକୁ ବସିଛି…

କୋରାପୁଟ : କେରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ଶିକ୍ଷକଶିକ୍ଷୟିତ୍ରୀମାନେ ୩ ଦଫା ଦାବି ନେଇ ସମୁହ ଛୁଟିରେ ରହିବା ସହ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଶିକ୍ଷକଙ୍କ ଏହି ଧାରଣା କାରଣରୁ ୯୦ରୁ ଅଧିକ ସ୍କୁଲରେ ତାଲା ଝୁଲିବା ସହ ପାଠପଢା ସମ୍ପୂର୍ଣ୍ଣ ଠପ୍ ହୋଇପଡିଛି । ସେପଟେ ସୋମବାର ଦିନଠାରୁ ମଧ୍ୟ ମଧ୍ୟାହ୍ନ ଭୋଜନ ବନ୍ଦ କରାଯିବ ବୋଲି ଆନ୍ଦୋଳନକାରୀ ଶିକ୍ଷକଶିକ୍ଷୟିତ୍ରୀ କହିଛନ୍ତି । ଫଳରେ […]