ଓଡିଶା

ଭୁବନେଶ୍ୱରରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାରେ ଗୋଶାଣୀ ବ୍ଳକର କୃତିତ୍ୱ…

ଗଜପତି, ୨/୨ (ବିବେକାନନ୍ଦ ବେହେରା) : ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଗୋଶାଣୀ ବ୍ଳକର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂଆ କେରାଣ୍ଡିର ପ୍ରଧାନ ଶିକ୍ଷକ ଏମ୍ ରବି କୁମାରଙ୍କୁ ଶ୍ରେଷ୍ଠ ଜିଲ୍ଲା ସ୍ତରୀୟ ପ୍ରଧାନଶିକ୍ଷକ ଏବଂ ଏହି ବିଦ୍ୟାଳୟକୁ ଶ୍ରେଷ୍ଠ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ରୂପେ ସମ୍ମାନିତ ହୋଇଛନ୍ତି । ସେହିପରି ପୋଡୁଣୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଏମ୍ […]

ଓଡିଶା

ଗୁରୁ ହେଵ ତ ଏମିତି… ପ୍ରଧାନଶିକ୍ଷକଙ୍କ ପାଇଁ ରୋଷଣୀ କରି ସମ୍ବର୍ଦ୍ଧନା ଦେଲେ ଏବଂ ଗାଁ ବୁଲାଇଲେ !

କଟକ : ସମାଜ ସର୍ବଦା ଭଲ ମଣିଷ ତଥା ଆଦର୍ଶ ଗୁରୁଙ୍କୁ ପୂଜା କରେ । ଶାସ୍ତ୍ରରେ ଉଲ୍ଲେଖ ରହିଛି ଗୁରୁଙ୍କୁ ନମଣିବ ନର, ଗୁରୁ ଯେ ସାକ୍ଷାତ ଈଶ୍ୱର l ଏହି ଆପ୍ତ ବାକ୍ୟର ପ୍ରସଙ୍ଗିକତା ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ରଙ୍କ ପାଇଁ ଅବିସ୍ମରଣୀୟ ତଥା ଚିର ଅମଳିନ । ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟ କୋଠପଦାରେ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ସଭାର ଏ ଦୃଶ୍ୟ ପ୍ରକୃତରେ ଗୁରୁଙ୍କ ମହାନ ବ୍ୟକ୍ତିତ୍ବକୁ ଏକ ବଳିଷ୍ଠ ପରିଚୟ ପ୍ରଦାନ […]

ଓଡିଶା

ଶିକ୍ଷକ-ସରକାରଙ୍କ ଲଢେଇରେ ପେଶି ହେଉଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ…

କୋଟପାଡ଼ : ସର୍ବବର୍ଗ ପ୍ରାଥମିକ ଶିକ୍ଷକ ସଙ୍ଘ ଓଡିଶାର ଆହ୍ବାନ କ୍ରମେ ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ତାଲା ପଡିଛି । ରାଜ୍ୟ ସରକାର ଗୁରୁଦିବସ ଦିନ ଶିକ୍ଷକମାନଙ୍କ ନାର୍ଯ୍ୟ ଦାବି ପୂରଣ ପାଇଁ ପ୍ରତିଶୃତି ଦେଇଥିଲେ କିନ୍ତୁ ତାହା ପୂରଣ ହୋଇପାରିନି l ଏ ନେଇ ସେପ୍ଟେମ୍ବର ୮ ତାରିଖରୁ ରାଜ୍ୟବ୍ୟାପୀ ତାଲା ବନ୍ଦ ଆନ୍ଦାଳନ ଜାରି ରହିଥିବା ବେଳେ କୋଟପାଡ଼ ବ୍ଲକ ସର୍ବବର୍ଗ ଶିକ୍ଷକ ସଙ୍ଘ ପକ୍ଷରୁ ମଧ୍ୟ ତାଲାବନ୍ଦ ଆନ୍ଦଳନ ଦେଖିବାକୁ ମିଳିଛି […]

ଓଡିଶା

ଛାତ୍ରବତ୍ସଳ ଶିକ୍ଷକ କାହ୍ନୁଚରଣ ପରିଡାଙ୍କ ବିୟୋଗରେ ଶୋକର ଛାୟା

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଦୁଡପଳ ପଞ୍ଚାୟତ ଅଧିନସ୍ଥ କିଆର୍ଦ୍ଦା ଗ୍ରାମର ନିବାସୀ ତଥା ଜଣେ ଛାତ୍ରବତ୍ସଳ ପ୍ରଧାନ ଶିକ୍ଷକ କାହ୍ନୁଚରଣ ପରିଡାଙ୍କ ତାଙ୍କ ବାସଭବନରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 84 ବର୍ଷ ବୟସ ହୋଇଥିଲା । ସ୍ବର୍ଗତଃ କାହ୍ନୁଚରଣଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ତିନି ପୁଅ, ବୋହୂ, ପୁତୁରା, ପୁତୁରାବଧୂ, ଝିଅ, ଜ୍ବାଇଁ, ନାତି, ନାତୁଣୀ, ଭାଇ ଓ ଭାଉଜମାନେ ଉପସ୍ଥିତ ଥିଲେ । ସେ ଜଣେ ଆଦର୍ଶ ଶିକ୍ଷକ, […]

ଓଡିଶା

ସରକାରଙ୍କ ନୂଆବର୍ଷ ଭେଟି, ବଢିଲା କନିଷ୍ଠ ଶିକ୍ଷକଙ୍କ ଦରମା

ପ୍ରାଥମିକ ବିଦ୍ୟାଳୟରେ ନିୟୋଜିତ କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ାଇବାର ନିଷ୍ପତ୍ତି ନେଇଛନ୍ତି ସରକାର । ନିଷ୍ପତ୍ତି ଅନୁଯାୟୀ ସେମାନଙ୍କ ଦରମା ୫୦ ପ୍ରତିଶତ ବୃଦ୍ଧି ପାଇବ । ତେବେ ୨୦୨୨ ଜାନୁଆରୀ ପହିଲାରୁ ଏହି ବର୍ଦ୍ଧିତ ଦରମା କାର୍ଯ୍ୟକାରୀ ହେବ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । କନିଷ୍ଠ ଶିକ୍ଷକମାନେ ମାସିକ ଦରମା ୯,୨୦୦ ଟଙ୍କା ଥିବାବେଳେ ଏବେ ତାହା ୧୩,୮୦୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିଭଳି ଚୁକ୍ତିଭିତ୍ତିକ କନିଷ୍ଠ […]