ଗୋଟିଏ ଯୁଗର ଅନ୍ତ । ଆଉ ନାହାନ୍ତି ଉଦାରଶୀଳ ମାନବ ରତନ ଟାଟା…
ପରଲୋକରେ ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନସ୍ ର ଚେୟାରମ୍ୟାନ ରତନ ଟାଟା । ବୁଧବାର ମୁମ୍ବାଇର ଏକ ଡାକ୍ତରଖାନାରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ରତନ ଟାଟାଙ୍କ ବିୟୋଗ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ତେବେ ଦେଶ ତାଙ୍କୁ କେବେବି ଭୁଲି ପାରିବ ନାହିଁ । ସେ ଦେଶ ପାଇଁ ଅନେକ ମହତ୍ କାର୍ଯ୍ୟ କରିଯାଇଛନ୍ତି । ସେ […]