ଓଡିଶା

ବାୟୋଲୋଜିକାଲ ବିଜ୍ଞାନରେ ହେଉଥିବା ଏକ୍ସପେରିମେଣ୍ଟକୁ ଲୋକଙ୍କ ନିକଟରେ ପହଞ୍ଚାଇବା “ଏମ୍ ବୋ”ର ମୂଳଲକ୍ଷ୍ୟ

ଜଟଣୀ: ଜଟଣୀ ସ୍ଥିତ ନାଇଜର କ୍ୟାମ୍ପସ ପରିସରରେ ଇଣ୍ଟରନ୍ୟାସନାଲ୍ କନଫରେନ୍ସ କାର୍ଯ୍ୟକ୍ରମ “ଏମ୍ ବୋ” ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ହେଉଛି ବାୟୋଲୋଜିକାଲ ବିଜ୍ଞାନରେ ହେଉଥିବା ବିଭିନ୍ନ ପ୍ରକାରର ଉଦ୍ଭାବନ ଏବଂ ଆବିଷ୍କାର ଜନସାଧାରଣଙ୍କ ନିକଟରେ କିଭଳି ସହଜରେ ପହଞ୍ଚିପାରିବ । ଏହି କାର୍ଯ୍ୟକ୍ରମ ସର୍ବପ୍ରଥମେ ୧୯୯୮ ମସିହାରେ ବମ୍ବେରେ ଥିବା ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ୍ ରିସର୍ଚ୍ଚରେ ଆରମ୍ଭ ହେଇଥିଲା I ତେବେ ବର୍ତ୍ତମାନ ଦ୍ବିତୀୟ ଥର ଏହି କାର୍ଯ୍ୟକ୍ରମ ଜଟଣୀ ସ୍ଥିତ […]