ଓଡିଶା

ତନେଇରା ପକ୍ଷରୁ ଆରମ୍ଭ ହୋଇଯାଇଛି ସାବିତ୍ରୀ, ରଜ ପର୍ବ ଅଫର…

୨୦,୦୦୦ ଟଙ୍କାର ଶପିଂରେ ସ୍ୱତନ୍ତ୍ର ଗୋଲ୍ଡ କଏନ୍ ଅଫରଭୁବନେଶ୍ୱର, ୦୧/୦୬ : ସାବିତ୍ରୀ ବ୍ରତ ଏବଂ ରଜ ପର୍ବର ଉତ୍ସାହ ବଢ଼ାଇବା ପାଇଁ ଟାଟା ପ୍ରଡକ୍ଟ ତନେଇରା ପକ୍ଷରୁ ସ୍ୱତନ୍ତ୍ର ଗୋଲ୍ଡ କଏନ୍ ଅଫର । ଏହା ଅନ୍ତର୍ଗତ ମେ’ ୩୧ରୁ ଜୁନ୍ ୧୬ ପର୍ଯ୍ୟନ୍ତ ଭୁବନେଶ୍ୱର ଷ୍ଟେସନ ସ୍କୋୟାରସ୍ଥିତ ତନେଇରା ଷ୍ଟୋରରୁ ଗ୍ରାହକ ଆକର୍ଷଣୀୟ ଅଫରର ଲାଭ ଉଠାଇପାରିବେ । ୨୦,୦୦୦ ଟଙ୍କା କିମ୍ବା ତଦ୍ଦୁର୍ଦ୍ଧ ମୂଲ୍ୟର ସପିଂ କଲେ ଗ୍ରାହକ ଉପହାର ଆକାରରେ ପାଇପାରିବେ […]

ଓଡିଶା

ଟାଟା ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳିତ

ହିନ୍ଦୋଳ, ୧୬ ନଭେମ୍ବର : ଢେଙ୍କାନାଳ ଜିଲ୍ଲାର ଟାଟା ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଯାଇଛି । ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଓଡାପଡା ବ୍ଲକ ମଙ୍ଗଳପୁର ଗ୍ରାମରେ ଏକ ବହୁମୁଖୀ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟତଃ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଉଚ୍ଚ ରକ୍ତଚାପ, ମଧୁମେହ ଓ ମୋତିଆବିନ୍ଦୁ ସ୍କ୍ରିନିଂ ଇତ୍ୟାଦି ପରୀକ୍ଷା କରାଯାଇ ମାଗଣା […]