ଓଡିଶା

R&B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କ ଗହଣା ସୋରୁମ୍ । ସମ୍ପତ୍ତି ଦେଖି ତାଟକା ଭିଜିଲାନ୍ସ ଅଧିକାରୀ…

ଘର ନୁହେଁ ତ ସୁନା ଗହଣାର ସୋରୁମ୍ । ଭିଜିଲାନ୍ସ ଜାଲରେ R&B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ତାରା ପ୍ରସାଦଙ୍କ ପୈତୃକ ଘର ସମେତ ଭୁବନେଶ୍ୱର, କଟକ, ଝାରସୁଗୁଡ଼ାର ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି । ବାବୁଙ୍କ ସମ୍ପତ୍ତି ଦେଖିଲେ ଆଖି ଖୋସିଦେବ । ଚଢ଼ାଉ ବେଳେ ଘରୁ ମିଳିଛି କେଜି କେଜି ସୁନା, ରୁପା, […]