ଓଡିଶା

ମହାମହିମଙ୍କ ଓଡିଶାଗସ୍ତକୁ ନେଇ ତତ୍ପର ଓଡିଶା ପୋଲିସ…

ବ୍ୟୁରୋ ରିପୋର୍ଟ : ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନୂଆଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆସି ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ବିମାନ ବନ୍ଦରରୁ ଓହ୍ଲାଇ ମହାମହିମ ସ୍ୱତନ୍ତ୍ର କାରକେଡରେ ସିଧା ରାଜଭବନ ଯିବେ । ସେଠାରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ରାଜଭବନ ପରିସରରେ ନିର୍ମାଣ ହେବାକୁ ଥିବା ନୂଆ କୋଠାର ଶିଳାନ୍ୟାସ କରିବେ । ପରେ ରାଜଭବନଠାରେ […]