ବେଳାଭୂମିରେ ଖୋଲମଖୁଲା ଦେହ ବ୍ୟବସାୟ ଘଟଣା । ଖବର ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପୋଲିସ…
ବାଲେଶ୍ବର : ବାଲେଶ୍ବର ଜିଲ୍ଲା ତାଳସାରୀ ମେରାଇନ ଥାନା ଅନ୍ତର୍ଗତ ଉଦୟପୁର ବେଳାଭୂମିରେ ଖୋଲମଖୁଲା ଦେହ ବ୍ୟବସାୟ ଘଟଣା ବାବଦରେ ଖବର ପ୍ରସାରଣ ପରେ ତତ୍ପରତା ପ୍ରକାଶ କରିଛି ଜିଲ୍ଲା ପ୍ରଶାସନ । ବାଲେଶ୍ବର ଜିଲ୍ଲା ପ୍ରଶାସନ ଏବଂ ଏସପିଙ୍କ ପକ୍ଷରୁ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି । ବେଳାଭୂମିରୁ ଦେହଜିବୀଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଅସ୍ଥାୟୀ ଘରକୁ ଉଚ୍ଛେଦ କରାଯାଇଛି । ଏହାସହ ବେଳାଭୂମିରୁ ବେଆଇନ ନିଶାକାରବାରକୁ ମଧ୍ୟ ବନ୍ଦ କରାଯାଇଛି । ଉଚ୍ଛେଦ […]