ତାଳଶିଳ୍ପ ଖୋଜୁଛି ତାର ପରିଚୟ…
ନୂଆ ଶିଳ୍ପ ପାଇଁ ବ୍ୟୟ ହେଉଛି କୋଟି କୋଟି ଟଙ୍କା ଅର୍ଥ । ମାତ୍ର ପୁରୁଣା ଶିଳ୍ପକୁ କରାଯାଉଛି ହତାଦାର । ଦିନେ ମିଲେଟ୍ ଶସ୍ତା ଖାଦ୍ୟ ସାରଣୀରେ ସ୍ଥାନିତ ଥିଲା । ହେଲେ ତାହା ଆଜି ପଞ୍ଚତାରକା ହୋଟେଲର ସମ୍ମାନ ବୃଦ୍ଧି କରିଛି । ତାଳଗୁଡ ଏବଂ ତାଳ ଶିଳ୍ପର ଚାହିଦା ବାହାରେ ଦେଶରେ ଅନେକ । ହେଲେ ଆମ ରାଜ୍ୟ ତାଳଶିଳ୍ପ କ୍ଷେତ୍ରରେ ଦେଶରେ ଦ୍ବିତୀୟ ସ୍ଥାନ ଅଧିକାର କରିବା ସତ୍ତ୍ବେ ଅବହେଳିତ । […]