ଛିଡୁନି ଅଙ୍କ… ଧର୍ମେନ୍ଦ୍ରଙ୍କୁ ମିଳିପାରେ ମନ୍ତ୍ରୀ ପଦ । ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ସସପେନ୍ସ…
କିଏ ହେବ ଓଡିଶାର ମୁଖ୍ୟମନ୍ତ୍ରୀ । ଏ ନେଇ ଛିଡିପାରିନି ଅଙ୍କ । ରାଜ୍ୟରେ ପରିବର୍ତ୍ତନର ସ୍ବର ନିଜର ଫଳାଫଳ ପ୍ରଦାନ କରିସାରିଛି । ଏହାରି ଭିତରେ ରାଜ୍ୟର ପ୍ରଗତିର ଭାର କିଏ ଉଠାଇବ ତାକୁ ନେଇ ଚର୍ଚ୍ଚା । ଜୁନ୍ ୧୦ ତାରିଖରେ ରାଜ୍ୟବାସୀ ନୂଆ ମୁଖ୍ୟମନ୍ତ୍ରୀ ପାଇବେ ବୋଲି ଆଶା ବାନ୍ଧିଥିଲେ । ମାତ୍ର ଏହି ଆଶାକୁ ପୂରଣ ହେବାକୁ ଆଉ କିଛି କ୍ଷଣ ଅପେକ୍ଷା କରିବାକୁ ପଡିପାରେ । କାରଣ ଓଡ଼ିଶାର ନୂଆ […]