ଓଡିଶା

ସ୍ୱାୟତ୍ତ ଶାସନ ଦିବସକୁ ଆସିଲେନି ଅତିଥି । ଟଣାଓଟରାରେ ଚାଲିଲା କାର୍ଯ୍ୟକ୍ରମ…

ହିନ୍ଦୋଳ : ହିନ୍ଦୋଳ ଏନ୍ଏସିରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ହିନ୍ଦୋଳ ଏନ୍ଏସିର କାର୍ଯ୍ୟ କଳାପରେ ଅତିଷ୍ଠ ହୋଇ ସାଂସଦ, ଜିଲ୍ଲାପାଳ, ଏଡିଓମ୍, ଏସ୍.ପି, ତହସିଲଦାର ଓ ବିଡ଼ିଓ ଅତିଥି ଥାଇ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଆସି ନଥିଲେ । ଯାହାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ଆଲୋଚନା ଜୋର ଧରିଛି । ଏପଟେ ହିନ୍ଦୋଳ ବିଧାୟିକା ସିମାରାଣୀ ନାୟକ ଓ ତାଙ୍କର କର୍ମୀ ତଥା ୧୧ନଂ ୱାର୍ଡର ପୂର୍ବତନ କାଉନସିଲରଙ୍କୁ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ […]