ନିଜ ଆୟତ୍ତରେ ନାହିଁ ହିନ୍ଦୋଳ ଏନ୍ଏସି, ଫିକା ପଡିଲା ସ୍ୱାୟତ୍ତ ଶାସନ ଦିବସ
ହିନ୍ଦୋଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସିରେ ୧୨ ବର୍ଷ ପରେ ପ୍ରଥମଥର ପାଇଁ ସ୍ୱାୟତ୍ତ ଶାସନ ଦିବସ ପାଳନରେ ଦେଖାଦେଇଛି ବ୍ୟତିକ୍ରମ । ଖବରରୁ ପ୍ରକାଶ, ଗତ ୧୨ବର୍ଷ ଧରି ଅତି ଆଡମ୍ବରରେ ପାଳିତ ହୋଇଆସୁଥିଲା ହିନ୍ଦୋଳ ଏନ୍ଏସିରେ ସ୍ୱାୟତ୍ତ ଶାସନ ଦିବସ । ଆମନ୍ତ୍ରିତ ହେଉଥିଲେ ସହରର ବୟୋଜ୍ୟଷ୍ଠ, ବୁଦ୍ଧିଜୀବୀ, ବିଭିନ୍ନ କ୍ଷେତ୍ରରେ ଅବଦାନ ଥିବା ବ୍ୟକ୍ତିବିଶେଷ ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତିତ୍ୱ, ସାଧାରଣ ଜନତା । ଏବଂ […]