ଓଡିଶା

ମହିଳାଙ୍କ ସୁସ୍ଥତା ଦିଗରେ କାମ କରୁଛି ଗ୍ୟାପ୍ ଏବଂ ଓଡିଶା ମମ୍ ଟ୍ରାଇବ୍

ଭୁବନେଶ୍ବର : ମହିଳାଙ୍କ ଶାରିରୀକ ସମସ୍ୟା ଓ ସମାଧାନ ସମ୍ବନ୍ଧିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ମହିଳାମାନେ ଯେଉଁଭଳି ଭାବରେ ଦୈନିକ ଆହ୍ବାନର ସମ୍ମୁଖୀନ ହେଉଛନ୍ତି, ଏ ନେଇ ମହିଳାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ସମ୍ପର୍କରେ ଆଲୋଚନା ହୋଇଛି । ମହିଳାଙ୍କ କିଛି ସମସ୍ୟା ଓ ତାର ସାମାଧାନର ରାସ୍ତାକୁ ସରଳ କରିବା ନିମନ୍ତେ ଗ୍ୟାପ୍ ଓ ଓଡିଶା ମମ୍ ଟ୍ରାଇବର ମିଳିତ ସହଯୋଗରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ […]