କୋଦଳା ଏନ୍ଏସି ଅଧ୍ୟକ୍ଷ ଓ ସରକାରୀ ଅଧିକାରୀଙ୍କୁ ବଦନାମ କରୁଛନ୍ତି କାଉନସିଲର !
ସାମ୍ବାଦିକ ସମ୍ମିଳନୀ କରି କାଉନସିଲରଙ୍କ ଉପରେ ବର୍ଷିଲେ ଅଧ୍ୟକ୍ଷ ବେଗୁନିଆପଡା, (ଏଫ୍ଟୁଏସ୍ / ବାପୁନି କୁମାର ମାଲୁ) : ଦୀର୍ଘ ଦିନ ଧରି କୋଦଳା ଏନଏସିର ୧୧ ନମ୍ବର ଓ୍ବାର୍ଡର କାଉନସିଲର ଭଗବାନ ପାଢୀ ଉଦ୍ଦେଶ୍ୟମୂଳକ ଭାବେ ଏନ୍ଏସିର ମହିଳା ଯନ୍ତ୍ରୀ, ସରକାରୀ କର୍ମଚାରୀ ଓ ଅଧ୍ୟକ୍ଷଙ୍କୁ ବଦନାମ କରି ଚାଲିଛନ୍ତି । ଦୁର୍ନୀତି ସଂପର୍କରେ କୌଣସି ତଥ୍ୟ ପ୍ରମାଣ ନଥାଇ ସୋସିଆଲ ମିଡିଆରେ ଅଧ୍ୟକ୍ଷ ଓ ସରକାରୀ ଅଧିକାରୀଙ୍କ ବିରୋଧରେ ମିଥ୍ୟା ଖବର ପରିବେଷଣ କରୁଛନ୍ତି କାଉନସିଲର […]