ପଦ୍ମପୁରରେ ବିଜେଡି ପାଇଁ ବୁମେରାଂ ହେବେ ବିଜେପିର ଷ୍ଟାର ପ୍ରଚାରକ ସୂରଜ ସୂର୍ଯ୍ୟବଂଶୀ
ପଦ୍ମପୁର ପାଇଁ ବିଜେପିର ଷ୍ଟାର ପ୍ରଚାରକ ସାଜିବେ ସୂରଜ ସୂର୍ଯ୍ୟବଂଶୀ । ବୁଧବାର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏ ନେଇ ସୂଚନା ଦେଇଛନ୍ତି । ଧାମନଗର ଉପନିର୍ବାଚନରେ ବିଜୟ ହାସଲ କରି ଚର୍ଚ୍ଚାରେ ଥିବା ସୂର୍ଯ୍ୟବଂଶୀ ସୂରଜଙ୍କୁ ପଦ୍ମପୁରରେ ବ୍ୟବହାର କରିବ ବିଜେପି । ଶ୍ରୀ ମିଶ୍ର କହିଛନ୍ତି, ସୂର୍ଯ୍ୟବଂଶୀ ସୂରଜ ଉଚ୍ଚ ଶିକ୍ଷିତ । ସେ ନୂଆ କରି ବିଧାନସଭାକୁ ଆସିଛନ୍ତି । ରାଜନୀତିରେ ନୂଆ ହେଲେ ବି ଜଣେ ପୋଖତ ରାଜନେତା […]