ଆଜି ସୂର୍ଯ୍ୟ ପରାଗ। ପରାଗ ସମୟ ଅବଧି କଳା ରଙ୍ଗର ବସ୍ତ୍ର ପରିଧାନ ସମ୍ପୂର୍ଣ୍ଣ ବର୍ଜନୀୟ।
ଚଳିତ ବର୍ଷ ଆଜି ସଂଗଠିତ ହେଉଛି ସୂର୍ଯ୍ୟ ପରାଗ । ବିଜ୍ଞାନ ମତରେ ଗ୍ରହଣ ବା ପରାଗ ଲାଗିବା ସମୟରେ ପେଟରେ କିଛି ଖାଦ୍ୟ ପଦାର୍ଥ ନ ରହିବା ଭଲ। ତେବେ ଏହି ପରାଗର ପାକ ନିଷେଧର ସମୟ ହେଉଛି ୨୪ ଅକ୍ଟୋବର ୨୦୨୨ ସୋମବାର ରାତ୍ରି ୯ ଘଣ୍ଟା ୨୫ ମିନିଟ ରୁ ଆରମ୍ଭ ହେବ ଏବଂ ୨୫ ଅକ୍ଟୋବର ୨୦୨୨ ମଙ୍ଗଳବାର ସନ୍ଧ୍ୟା ୬ଘଣ୍ଟା ୩୨ ମିନିଟରେ ଶେଷ ହେବାକୁ ଯାଉଛି। ଏହି ପରାଗ […]