ଓଡିଶା

କାହା ସ୍ବାର୍ଥରେ ଓଡିଶା ଡ୍ରାଇଭର ମହାସଂଘ ?

ଖୁବ୍ କମ୍ ସମୟରେ ରାଜ୍ୟର ବୃହତ ସଂଗଠନ ଭାବେ ଉଭା ହୋଇଛି ଓଡିଶା ଡ୍ରାଇଭର ମହାସଂଘ । ବିଗତ ଏକ ବର୍ଷ ଧରି ଏହି ସଂଘ ନିଜର ହକ୍ ପାଇଁ ଲଢେଇ କରି ଆସୁଛି । ତେବେ ଏଠି ପ୍ରଶ୍ନ, ଡ୍ରାଇଭରମାନଙ୍କର କଣ ଆଗରୁ କୌଣସୁ ସମସ୍ୟା ନ ଥିଲା ? କାରଣ କରୋନା ପରେ ସକ୍ରିୟ ହୋଇ ଉଠିଥିବା ଏହି ସଂଘ ପ୍ରଥମେ ଅନେକ ସଚେତନମୂଳକ କାର୍ଯ୍ୟ କରିଥିଲା । ଯେଉଁଥିପାଇଁ ଡ୍ରାଇଭର ମହାସଂଘ ଲୋକଙ୍କର […]

ଓଡିଶା ଟ୍ରେଣ୍ଟିଂ

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ ପାଇଁ ହନ୍ତସନ୍ତ ସାଧାରଣ ଜନତା

ଜଟଣୀ (ପ୍ରଶାନ୍ତ କୁମାର ସାହୁ): ହକ୍ ପାଇଁ ଲଢୁଛନ୍ତି ଡ୍ରାଇଭର । ହେଲେ ଡ୍ରାଇଭରଙ୍କ ଆନ୍ଦୋଳନ ପାଇଁ ହଇରାଣ ହେଉଛନ୍ତି ସାଧାରଣ ଜନତା । ମାର୍ଚ୍ଚ ୧୫ ତାରିଖରୁ ଡ୍ରାଇଭର ମହାସଂଘ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିୟରିଂ ଛାଡ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇଛି । ଆଜି ହେଉଛି ଏହି ଆନ୍ଦୋଳନର ଦ୍ବିତୀୟ ଦିବସ । ଡ୍ରାଇଭର ମହାସଂଘ ଧାରଣାର ୨୪ ଘଣ୍ଟା ପରେ ପରିବହନ ସେବା ଏକପ୍ରକାରର ଠପ୍ ହୋଇଯାଇଛି । ଆଉ ଏହାର ସିଧା ପ୍ରଭାବ […]

ଓଡିଶା କଳା ସଂସ୍କୃତି

କଂସଙ୍କ ରାଜୁତିରେ ଥରହର ହେବ ମଥୁରା ନଗରୀ…

ଆଜିଠାରୁ ବରଗଡରେ ଚାଲିବ କଂସ ମହାରାଜଙ୍କ ଶାସନ । ଦୀର୍ଘ ୧୧ ଦିନ ଧରି ଶାସନ କରିବେ କଂସ ମହାରାଜ । ବରଗଡରେ ଆରମ୍ଭ ହେଉଛି ୭୫ତମ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ବିଶ୍ବର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚର ପ୍ରସ୍ତୁତି ଶେଷ ହୋଇଛି । ଚଳିତ ବର୍ଷ ବରଗଡ଼ ଧନୁଯାତ୍ରା ହୀରକ ଜୟନ୍ତୀ ପାଳନ କରୁଥିବାରୁ ଲୋକଙ୍କ ମଧ୍ୟରେ ଅଧିକ ଉତ୍ସାହ ରହିଛି ।  ଆଜିଠୁ ବରଗଡ଼ ସହର ପାଲଟିଯିବ ମଥୁରା ନଗରୀ, ସେହିପରି ଅମ୍ବାପାଲି ପାଲଟିବ […]