୫୯୯୧ ଖଣ୍ଡ ଅଧିକ ଭୋଟରେ ଆଗୁଆ ରହିଛି ବିଜେପି: ଅଷ୍ଟମ ରାଉଣ୍ଡ ଗଣତି ଶେଷ
ଧାମନଗର: ପ୍ରଥମ ରାଉଣ୍ଡରୁ ଅଷ୍ଟମ ରାଉଣ୍ଡ ପର୍ଯ୍ୟନ୍ତ ନିଜର ଦବଦବା ଜାରି ରଖିଛନ୍ତି ବିଜେପି ପ୍ରାର୍ଥୀ ସୂରଜ । ଅଷ୍ଟମ ରାଉଣ୍ଡ ଗଣିତ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଅବନ୍ତୀ ଦାସଙ୍କଠାରୁ ୫୯୯୧ ଭୋଟରେ ଆଗୁଆ ଥିବା ସୂଚନା । ବିଜେପି ଶିବିରରେ ବାଣ ଫୁଟାଇ ଉତ୍ସବ ପାଳୁଛନ୍ତି ବିଜେପି କର୍ମୀ ଓ ସମର୍ଥକ । ଟ୍ରେଣ୍ଡ ଅନୁସାରେ ସୂରଜ ସୂର୍ଯ୍ୟବଂଶୀଙ୍କୁ ୩୬ହଜାର ୦୭୩ ଖଣ୍ଡ ଭୋଟ ମିଳିଥିବା ବେଳେ […]