ଓଡିଶା

ଲୋକସଭା ନା ବିଧାନସଭା ପାଇଁ ପ୍ରାର୍ଥୀ ହେବେ ମନ୍ମଥ ?

ମନ୍ମଥ ରାଉତରାୟ ବିଜେଡିରେ ମିଶିବା ପରେ ତାଙ୍କୁ ଦଳ କେଉଁ ଆସନରୁ ପ୍ରାର୍ଥୀ କରିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଜେଡି ମନ୍ମଥଙ୍କୁ ଖୋର୍ଦ୍ଧା କିମ୍ବା ଜଟଣୀ ଆସନରୁ ବିଧାୟକ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ଏପରିକି ଦଳ ତାଙ୍କୁ ଭୁବନେଶ୍ବର ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ଅପରାଜିତାଙ୍କ ବିପକ୍ଷରେ ଠିଆ କରିପାରେ ବୋଲି ଚର୍ଚ୍ଚା ମଧ୍ୟ ହେଉଛି । ତେବେ ରାଜନୈତିକ ପାଣିପାଗ ଯୁଆଡେ ଗଲେ ବି ଜଟଣୀରେ ସୁରଙ୍କ […]

ଓଡିଶା

ହାରିଗଲେ ଲଢୁଆ ସୁର ! ହାତ ନୁହେଁ ଶଙ୍ଖ ଧରିଲେ ସୁରଙ୍କ ସୁପୁତ୍ର ମନ୍ମଥ…

ମନ୍ମଥଙ୍କ ପାଖରେ କାମ କଲାନି ସୁରଙ୍କ ମ୍ୟାଜିକ୍ । ଏଇଠୁ ସ୍ପଷ୍ଟ ଯେ, କଂଗ୍ରେସର ଗଡ ଜଟଣୀ ଏବେ ନିଶ୍ଚିତ କଂଗ୍ରେସଛଡା ହେବ । କେଉଁ ଦଳରୁ ଲଢିବେ ସୁରଙ୍କ ଉତ୍ତରାଧିକାରୀ ମନ୍ମଥ ରାଉତରାୟ ? ଶେଷରେ ଏହି ଘଟଣାରେ ପଡିଛି ପୂର୍ଣ୍ଣଚ୍ଛେଦ । ବାପାଙ୍କ ଟାଣ ଏବେ ପୁଅର ଜିଦ୍ ଆଗରେ ଫିକା ପଡିଛି । କଂଗ୍ରେସର ମହାଦ୍ରୁମ ବୋଲାଉଥିବା ସୁର ଆଜି ନିଜ ଦଳକୁ ବଞ୍ଚାଇବାକୁ ଅକ୍ଷମ ହୋଇଛନ୍ତି । କଂଗ୍ରେସର ଟାଣୁଆ ନେତା […]