ଓଡିଶା

ଫେଲ୍ ମାରିଛି ସରକାରଙ୍କ ଜାଗା ମିଶନ । ଲୋକଙ୍କ ସହ ଧାରଣା ଦେଲେ କ୍ୟାପଟେନ୍ ମନ୍ମଥ ରାଉତରାୟ…

ଜଟଣୀ : ଫେଲ୍ ମାରିଛି ସରକାରଙ୍କ ଜାଗା ମିଶନ । ଲୋକଙ୍କ ପାଇଁ ନୁହେଁ ନିର୍ବାଚନ କାମରେ ବ୍ୟସ୍ତ ସରକାରୀ ବାବୁ । ଲୋକଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରିବା ଲାଗି ନାଗରିକ କମିଟି ତରଫରୁ ବିଗତ ଜୁନ ୨୬ ତାରିଖରେ ଜଟଣୀ ପୌର ପରିଷଦ ଅଧୀନରେ ବସବାସ କରୁଥିବା ରେଳବାଇ ଅଞ୍ଚଳର ଝୁମ୍ପୁଡ଼ି ବସ୍ତିବାସିନ୍ଦାଙ୍କ ଥଇଥାନ ପାଇଁ ରାଜ୍ୟ ସରକାରଙ୍କ ଜାଗା ମିଶନ ଜରିଆରେ ତହସିଲଦାରଙ୍କୁ ଅନୁରୋଧ କରାଯାଇଥିଲା । ସେହି ସମୟରେ ତହସିଲଦାର ମହୋଦୟ […]

ଓଡିଶା

ଜଟଣୀ ପ୍ରଶାସନ ଏବଂ ବାଲି ମାଫିଆଙ୍କ ମଧ୍ୟରେ ରହିଛି ମଧୁଚନ୍ଦ୍ରିକା !

ଜଟଣୀ : ଲୁଚିଛି ନା ଗୋଡ ଦିଟା ଦିଶୁଛି । ଦିବା ଆଲୋକରେ ବାଲି ବେପାର, ଆଉ ରାତିରେ ତାକୁ ସଫା କର । ବାଣିଜି୍ୟକ ପେଣ୍ଠସ୍ଥଳ ଭାବେ ଜଟଣୀ ସହର ବେଶ୍ ପରିଚିତ । ହେଲେ ଏବେ ଜଟଣୀ ସହର ମାଫିଆ ସହର ଭାବରେ ଖ୍ୟାତି ଅର୍ଜନ କରିଛି । ଆଉ ଏହି ଖ୍ୟାତି ପ୍ରଦାନ କରିବାରେ ସବୁଠାରୁ ବଡ ହାତ ଜଟଣୀ ପ୍ରଶାସନର ରହିଛି । ଦିନବେଳେ ଜଟଣୀ ସହର ଭିତରେ ବଡ ବଡ […]

ଓଡିଶା

କୃଷ୍ଣ ପ୍ରେମରେ ବିମୋହିତ ହୋଇ ନାଚିଲେ ସୁରଙ୍କ ପୁଅ…

ଜଟଣୀ : ଜଟଣୀର ବିଭିନ୍ନ ସ୍ଥାନରେ ମହାଡମ୍ବରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି l ଜଟଣୀର ପୁରାତନ ମନ୍ଦିର ଗୋପୀନାଥଙ୍କ ପ୍ରାଙ୍ଗଣରେ ଜନ୍ମାଷ୍ଟମୀ ଉତ୍ସବ ଧୁମଧାମର ସହ ପାଳିତ ହୋଇଛି । ଏହି ଅବସରରେ ସକାଳୁ ବହୁଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ସନ୍ଧ୍ୟା ଆଳତୀ ପରେ ଓଡିଶାର ପ୍ରସିଦ୍ଧ ଭଜନ ଗାୟକଙ୍କଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । ସେହିଭଳି କୋଲକାତାରୁ ଆସିଥବା ପ୍ରସିଦ୍ଧ ହିନ୍ଦୀ ଭଜନ ଗାୟକଙ୍କ ଦ୍ୱାରା ରାତି ୧୨ […]

ଓଡିଶା

ଜଟଣୀ ନଗର ଓ ବ୍ଲକ କଂଗ୍ରେସ କମିଟି ତରଫରୁ ଜଟଣୀ ବ୍ଲକ ଘେରାଉ

ଜଟଣୀ : ରାଜ୍ୟ କଂଗ୍ରେସର ଆହ୍ବାନକ୍ରମେ ଆଜି ରାଜ୍ୟର ସମସ୍ତ ୩୧୪ ବ୍ଲକରେ ବ୍ୟାପକ ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ୍ ବୃଦ୍ଧି, ବେକାରୀ ସମସ୍ୟା, ନାରୀ ନିର୍ଯ୍ୟାତନା, ଚାଷୀ ମାରଣ ନୀତି, ଟାଟା କମ୍ପାନୀର ଖାଉଟି ବିରୋଧୀ ବିଜୁଳି ନୀତି ଆଦି ସମସ୍ୟାକୁ ନେଇ ବ୍ଲକ ଘେରାଉ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜଟଣୀ ନଗର ଓ ବ୍ଲକ କଂଗ୍ରେସ କମିଟି ତରଫରୁ ଜଟଣୀ ବ୍ଲକ ଘେରାଉ କରାଯାଇଥିଲା । ଏଥିରେ ଜଟଣୀ ବିଧାୟକ […]

ଓଡିଶା

ସୁର ଭାଇ କହିଲେ ମାଡିଚାଲ, ଲୋକ ବି ମାଡିଗଲେ…

ଜଟଣୀ : ସୁରନନା ନଡିଆ ବାଡେଇଥିଲେ । ଆଉ ଶେଷରେ ତାଙ୍କର ମାଡିଚାଲ ଆହ୍ୱାନରେ ଲୋକ ବି ମାଡିଗଲେ । ଲଗାଣ ବର୍ଷାରେ ଜଟଣୀ ଅଣ୍ଡରଗ୍ରାଉଣ୍ଡ ଜଳମଗ୍ନ ହୋଇଯାଇଥିଲା । ବର୍ଷ ବର୍ଷ ଧରି ଲୋକେ ଯେଉଁ ସମସ୍ୟା ଭୋଗୁଥିଲେ, ତାର ଅନ୍ତ ହେଲା ଭାବି ନିର୍ମାଣଧୀନ ନୂଆ ବ୍ରିଜର ବାଡ ଭାଙ୍ଗି ମାଡିଗଲେ । ଏ ଦୃଶ୍ୟ ଦେଖନ୍ତୁ । ବ୍ରିଜ୍ ନିର୍ମାଣ କାମ ସମ୍ପୂର୍ଣ୍ଣ ସରିନାହିଁ । ହେଲେ କିଛିଦିନ ପୂର୍ବରୁ ବ୍ରିଜ ନିକଟରେ […]

ଓଡିଶା

ଜଟଣୀ ନିର୍ବାଚନ ମଣ୍ଡଳୀରେ ମୁଖ୍ୟ ଚିକିତ୍ସାଳୟ ଅଛି, ହେଲେ ଡାକ୍ତର ଏବଂ ଅତ୍ୟାବଶ୍ୟକୀୟ ଉପକରଣ ନାହିଁ !

ଜଟଣୀ : ସିଜିନ୍ ବାଣିଜ୍ୟର ପେଣ୍ଠସ୍ଥଳ ଜଟଣୀ ସହର । ଜଟଣୀ ସହରରେ ରହିଛି ଖୋର୍ଦ୍ଧା ରୋଡ ରେଲୱେ ଡିଭିଜନ୍ । ଏପରିକି ଆଇଆଇଟି, ନାଇଜର ଭଳି ଶିକ୍ଷାନୁଷ୍ଠାନ ଏବଂ ରିସର୍ଚ୍ଚ ସେଣ୍ଟର ଜଟଣୀ ସହରର ଶୋଭାବର୍ଦ୍ଧନ କରୁଛି । ଜଟଣୀ ଏକ ନିର୍ବାଚନ ମଣ୍ଡଳୀ ହୋଇ ମଧ୍ୟ ଏଠାରେ ଲୋକଙ୍କୁ ମିଳିପାରୁନି ଉତ୍ତମ ସ୍ବାସ୍ଥ୍ୟ ସେବା । ରାଜ୍ୟ ସରକାର ଲୋକମାନଙ୍କର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାରୀ ମେଡିକାଲରେ କୋଟି କୋଟି ଟଙ୍କା ଖର୍ଚ୍ଚ […]

ଓଡିଶା

ସ୍ବଚ୍ଛତା ସଚେତନ ଉପରେ ରାଜ କରୁଛନ୍ତି ବଣୁଆ ଲତା

ଗାଁ ପରିମଳ ଧୋବା ତୁଠରୁ । ସୁସ୍ଥ ସମାଜ ପାଇଁ ସ୍ଵଚ୍ଛ ପରିବେଶ ନିହାତି ଆବଶ୍ୟକ I ସେଥିପାଇଁ ସମସ୍ତେ ସଚେତନ ରହିବା ସହ ଅନ୍ୟମାନଙ୍କୁ ସଚେତନତା କରିବା ନିହାତି ଆବଶ୍ୟକ I  ସ୍ବଚ୍ଛତା ହିଁ ସୁସ୍ଥ ସମାଜର ଗଠନର ମୂଳମନ୍ତ୍ର । ଏ ନେଇ ସ୍ବଚ୍ଛ ଭାରତ ଅଭିଯାନରେ ଲୋକଙ୍କୁ ସଚେତନ କରାଯିବା ସହ ବହୁ ଅର୍ଥ ଖର୍ଚ୍ଚ ହେଉଛି । ହେଲେ ଭଲକରି ଦେଖନ୍ତି ଏହି ଦୃଶ୍ୟକୁ । ଏ ସମସ୍ତ ଦୃଶ୍ୟ ହେଉଛି […]

ଓଡିଶା ଯ଼ୋଗାଯ଼ୋଗ

ରାଜ୍ୟବାସୀଙ୍କୁ ସାହାଯ୍ୟ ମାଗୁଛନ୍ତି ସଙ୍ଗୀତା, ମେଡିକାଲ ବେଡରେ ବ୍ଲଡ କ୍ୟାନ୍ସର ସହ ଜାରି ରହିଛି ସଂଘର୍ଷ

ବାପା-ମାଙ୍କର ସାହା ହେବ ବୋଲି କଥା ଦେଇଥିଲା ସଙ୍ଗୀତା । ସ୍ବପ୍ନକୁ ପୂରଣ କରିବା ଲାଗି କଠୋର ପରିଶ୍ରମ ମଧ୍ୟ ଜାରି ରଖିଥିଲା । ହେଲେ ଦଇବ ସହିଲା ନାହିଁ । ସଙ୍ଗୀତାଙ୍କ ସ୍ବପ୍ନରେ ଏବେ ଡୋରି ବାନ୍ଧି ହୋଇଯାଇଛି । ଏବେ ସଙ୍ଗୀତା ବ୍ଲଡ଼ କ୍ୟାନ୍ସର ରୋଗରେ ପୀଡିତ ହୋଇ ମେଡିକାଲ ବେଡରେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିବାବେଳେ ସଙ୍ଗୀତାଙ୍କ ଜୀବନ ବଞ୍ଚାଇବା ଲାଗି ଦରକାର […]