ସଡକ ଦୁର୍ଘଟଣାରେ ଗୁରୁତର ସୁପରିଚିତ ଚଳଚ୍ଚିତ୍ର ନିର୍ଦେଶକ ସୁଧାକର ବସନ୍ତ..
ସାଲେପୁର, ୨୧/୧ (ଅଭୟ ଜେନା) : ମଙ୍ଗୁଳି ଛକ ନିକଟରେ କାର ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି ଓଡ଼ିଶାର ସୁପରିଚିତ ଫିଲ୍ମ ନିଦେ୍ର୍ଦଶକ ସୁଧାକର ବସନ୍ତ । ବିଳମ୍ବିତ ରାତିରେ ମଙ୍ଗୁଳି ଛକ ନିକଟରେ ଏକ ଟ୍ରକ୍କୁ ପଛରୁ ଧକ୍କା ଦେଇଥଲା ସୁଧାକର ବସନ୍ତଙ୍କ କାରକୁ । ତାଙ୍କ କାର ଚଣ୍ଡୀଖୋଲ ପଟୁ କଟକ ଆଡ଼କୁ ଆସୁଥିବା ସୂଚନା ମିଳିଛି । ଦୁର୍ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି କାରର ଡୋର କାଟି ଗୁରୁତର ଆହତଙ୍କୁ ଉଦ୍ଧାର କରିଛନ୍ତି […]