ଦେଶ ବିଦେଶ ବ୍ୟବସାୟ

ସେୟାର ମାର୍କେଟ୍ ଉପରମୁହାଁ…

ଆଜି ସଂସଦରେ ଉପସ୍ଥାପନ ହେଉଛି ୨୦୨୩-୨୪ର ଆର୍ଥିକ ବଜେଟ୍‌ । ଏହା ପୂର୍ବରୁ ସେୟାର ମାର୍କେଟ୍ ଉପରମୁହାଁ ହୋଇଛି । BSE ସେନସେକ୍ସ ପୁଣି ଥରେ ୭୭୩.୬୯ ପଏଣ୍ଟ ବୃଦ୍ଧି ପାଇ ୬୦,୨୦୫ ଖୋଲିଥିଲା । ସେହିପରି NSE ନିଫ୍ଟିରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି । ନିଫ୍ଟି ୨୨୬.୩୫ ପଏଣ୍ଟ ହାସଲ କରି ୧୭,୮୯୧.୯୫ ରେ ଖୋଲିଥିଲା । ଆଜି ବଜେଟ୍‌ ଉପସ୍ଥାପନ ପୂର୍ବରୁ BSEରେ ସାମିଲ ୩୦ଟି ଶେଆର ଗ୍ରୀନ୍‌ ସଙ୍କେତ ଦେଇ ଖୋଲିଥିଲା […]