ନେକ୍ସସ୍ ଏସ୍ପ୍ଲାନେଡ୍ରେ ହାଇସ୍ପିଡ୍ ଇଭି ଚାର୍ଜିଙ୍ଗ୍ ଷ୍ଟେସନ ଉନ୍ମୋଚନ କରିଛି ଷ୍ଟାଟିକ୍…
ଭୁବନେଶ୍ୱର : ଭାରତର ଅତ୍ୟାଧୁନିକ ଇଭି ଚାର୍ଜିଙ୍ଗ୍ ନେଟୱାର୍କ ଷ୍ଟାଟିକ୍ ପକ୍ଷରୁ ଭୁବନେଶ୍ୱରର ନେକ୍ସସ୍ ଏସପ୍ଲାନେଡରେ ଏହାର ଫାଷ୍ଟ୍ ଇଭି ଚାର୍ଜିଙ୍ଗ୍ ଷ୍ଟେସନର ଶୁଭାରମ୍ଭ କରାଯାଇଛି । ଓଡିଶାରେ ଏହାର ବୈପ୍ଳବିକ ପରିବର୍ତ୍ତନ ଦେଶର ସର୍ବବୃହତ୍ ଇଭି ଚାର୍ଜିଙ୍ଗ୍ ନେଟ୍ୱର୍କ ଭାବେ ନିଜର ସ୍ଥିତିକୁ ସୁଦୃଢ କରିବାରେ ସକ୍ଷମ ହୋଇଛି । ନେକ୍ସସ୍ ଏସପ୍ଲାନେଡ୍-ବେସମେଣ୍ଟ ବି୧ରେ ଅବସ୍ଥିତ ଏହି ଅତ୍ୟାଧୁନିକ ଚାର୍ଜିଙ୍ଗ୍ ଷ୍ଟେସନରେ ଦୁଇଟି ୬୦ କେଡବ୍ଲ୍ୟୁ ଇଭି ଚାର୍ଜର୍ ରହିଛି । ଏହି ଉତ୍କୃଷ୍ଟ ଭିତ୍ତିଭୂମି […]