ଓଡିଶା

ରାଜ୍ୟସ୍ତରୀୟ କୃଷି ମେଳାରେ ସମ୍ମାନିତ ହେଲେ ଯୁବ ଉଦ୍ୟୋଗୀ ଚାଷୀ ଗୋପବନ୍ଧୁ ବେହେରା

ଓଡାପଡା (ଗୋପବନ୍ଧୁ ବୋରିକ): ରାଜ୍ୟସ୍ତରୀୟ କୃଷି ମେଳା 2023 ଉଦଯାପିତ ହୋଇଯାଇଛି l ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଦେଓଗାଁ ପଞ୍ଚାୟତର ମହୁଲଖୋଳି ଗ୍ରାମର ଯୁବ ଉଦ୍ୟୋଗୀ ଚାଷୀ ଗୋପବନ୍ଧୁ ବେହେରାଙ୍କୁ ମହାମହିମ ରାଜ୍ୟପାଳ ସମ୍ମାନିତ କରିବା ସହ ଦଶ ହଜାର ଟଙ୍କା ନଗଦ ଚେକ ସହ ମାନପତ୍ର ପ୍ରଦାନ କରିଛନ୍ତି । ଭୁବନେଶ୍ୱରସ୍ଥିତ ବିଜୁପଟ୍ଟନାୟକ ଖେଳ ପଡିଆରେ ଆୟୋଜିତ କୃଷି ମେଳାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାମହିମ ରାଜ୍ୟପାଳ ପ୍ରଫେସର […]