ମହିଳା ଉଦ୍ୟୋଗୀଙ୍କ ପାଇଁ ଆୟୋଜିତ ହୋଇଛି ଷ୍ଟାର୍ଟଅପ୍ ଓଡିଶା
ଭୁବନେଶ୍ୱର : ଷ୍ଟାର୍ଟଅପ୍ ଓଡିଶା ସହଯୋଗରେ ଷ୍ଟାର୍ଟଅପ୍ ଇଣ୍ଡିଆ ପକ୍ଷରୁ ଏକ ଦୁଇ ଦିନିଆ କର୍ମଶାଳା କେବଳ ରାଜ୍ୟର ମହିଳା ଉଦ୍ୟୋଗୀଙ୍କ ପାଇଁ ଆୟୋଜିତ ହୋଇଯାଇଛି । ଏଥିରେ ମହିଳା ଉଦ୍ୟୋଗୀମାନଙ୍କୁ ଉପଯୁକ୍ତ ଶିକ୍ଷା, ନେଟୱାର୍କ ସହ ବିଭିନ୍ନ ପ୍ଲାଟଫର୍ମ ବିଷୟରେ ଜ୍ଞାନ ପ୍ରଦାନ କରାଯାଇଛି । ଏହି ଅବସରରେ ରାଜ୍ୟରେ ଦୃତ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ନିର୍ମାଣ ବିଷୟରେ ଆଲୋଚନା କରାଯାଇଥିଲା । ଡିଜିଟାଲ ମାର୍କେଟିଂ ଏବଂ ଷ୍ଟାର୍ଟଅପ୍ ପାଇଁ ଆର୍ଥିକ ମଡେଲିଂର ଗୁରୁତ୍ୱ ଉପରେ ଧ୍ୟାନ […]