ଧାମନଗର ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ
ଉପ-ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ଦିନକୁ ଦିନ ରୋଚକ ହେବାରେ ଲାଗିଛି ଧାମନଗର ଉପନିର୍ବାଚନ । ଏହାରି ଭିତରେ ଧାମନଗରରେ ଲୋକଙ୍କ ନିକଟତର ହୋଇ ଭୋଟ ହାତେଇବା ଲାଗି ତିନି ପ୍ରମୁଖ ଦଳ ଜାରି କରିଛନ୍ତି ଷ୍ଟାର ପ୍ରଚାରକ ତାଲିକା । ବିଜେଡି ପକ୍ଷରୁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଥିବାବେଳେ, ବିଜେପି ପକ୍ଷରୁ ମଧ୍ୟ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ଅପରପକ୍ଷେ କଂଗ୍ରେସ ମଧ୍ୟ ତାର […]