ଓଡିଶା

ପଞ୍ଚମ ରାଉଣ୍ଡ ସୁଦ୍ଧା କଟକରେ ଆଗୁଆ ରହିଛନ୍ତି ସୁବାସ ସିଂ

କଟକ ମହାନଗର ନିଗମରେ ପଞ୍ଚମ ରାଉଣ୍ଡ ସୁଦ୍ଧା ପୁଣି ବଦଳିଲା ଟ୍ରେଣ୍ଡ । ଟ୍ରେଣ୍ଡରେ ପ୍ରଥମରୁ ଆଗୁଆ ଥିବା କଂଗ୍ରେସ ଦଳ ଏବେ ଦ୍ବିତୀୟ ସ୍ଥାନକୁ ଖସିଛି । ଏବେ ସୁଦ୍ଧା କଂଗ୍ରେସ 11 ହଜାର 9 ଶହ 16 ଭୋଟରେ ଆଗୁଆ ଥିବାବେଳେ ବିଜେଡି 13 ହଜାର 8 ଶହ 61 ଖଣ୍ଡ ଭୋଟରେ ଆଗୁଆ ରହିଛି । ଅପରପକ୍ଷେ ବିଜେପି 5 ହଜାର 1 ଶହ 39 ଖଣ୍ଡ ଭୋଟରେ ଆଗୁଆ ରହିଛି । […]