ନୟାପଲ୍ଲୀରେ ଖୋଲିଲା ଶ୍ରୀଲେଦର୍ସ ଓଡ଼ିଶାର ଦଶମ ଷ୍ଟୋର…
ଭୁବନେଶ୍ୱର, (ଏଫ୍ଟୁଏସ୍) : ୭୦ ବର୍ଷ ଧରି ଭାରତୀୟ ଫୁଟ୍ୱେର୍ ଶିଳ୍ପରେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା ‘ଶ୍ରୀଲେଦର୍ସ’ ଓଡ଼ିଶାରେ ଏହାର ପଦଚିହ୍ନକୁ ମଜଭୁତ କରିଛି । ବ୍ରାଣ୍ଡ ପକ୍ଷରୁ ଭୁବନେଶ୍ୱରସ୍ଥିତ ନୟାପଲ୍ଲୀ ଆଇଡି ମାର୍କେଟ ନିକଟସ୍ଥ ଚାନ୍ଦିଭଣ୍ଡାର ପାଶ୍ୱର୍ରେ ଏକ ନୂଆ ସୋ’ରୁମ୍ ଖୋଲିଯାଇଛି । ଏହା ଓଡ଼ିଶାରେ ଶ୍ରୀଲେଦର୍ସର ଦଶମ ଷ୍ଟୋର । ରସୁଲଗଡ଼ ଏବଂ ପାତ୍ରପଡ଼ା ଷ୍ଟୋରର ସଫଳ ଲଞ୍ଚିଂ ପରେ ସହରରେ ନୂତନ ଷ୍ଟୋର ଯୋଡ଼ିଛି କମ୍ପାନୀ । ସ୍ୱାଧୀନତା ସଂଗ୍ରାମୀ […]