ଓଡିଶା କ୍ରୀଡା

ହିନ୍ଦୋଳରେ ତୁଳସୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ପାଲଲହଡାର ବ୍ରଦର୍ସ ଇଲେଭେନ୍ ହେଲା ଚମ୍ପିୟାନ

ହିନ୍ଦୋଳ: ହିନ୍ଦୋଳ ଉପଖଣ୍ତତ ଅନ୍ତର୍ଗତ ହିନ୍ଦୋଳ ସଦରମହକୁମା ସ୍ଥିତ ମିନି ଷ୍ଟାଡିୟମରେ ୮ଟି ଦଳକୁ ନେଇ ଚାଲିଥିବା ତୁଳସୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ହିନ୍ଦୋଳ କପ୍ ଉଦଯାପିତ ହୋଇଯାଇଛି । ସ୍ପୋର୍ଟ୍ସ ଆସିସିଏସନ ହିନ୍ଦୋଳ ଆନୁକୂଲ୍ୟରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ବ୍ରଦର୍ସ ଇଲେଭେନ୍ ପାଲଲହଡା ଓ ଇମେଜ୍ ଇଲେଭେନ୍ ଭଦ୍ରଖ ପରସ୍ପରକୁ ଭେଟିଥିଲେ । ଇମେଜ୍ ଇଲେଭେନ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୧୬ ଓଭରରେ ୯ ଓ୍ୱିକେଟ ହରାଇ […]