ବାପୁଜୀ ନଗରରେ ଖୋଲିଲା ସ୍ପୋଟ୍ସ ଏମ୍ପୋରିୟମ୍ ର ତୃତୀୟ ଷ୍ଟୋର
ଭୁବନେଶ୍ୱର : ସ୍ପୋଟ୍ସ ଏମ୍ପୋରିୟମ୍ ର ନୂଆ ଷ୍ଟୋର ଭୁବନେଶ୍ୱରସ୍ଥିତ ବାପୁଜୀ ନଗରରେ ଆରମ୍ଭ ହୋଇଛି । ଭୁବନେଶ୍ୱରରେ ଏହା ସ୍ପୋଟ୍ସ ଏମ୍ପୋରିୟମ୍ ର ତୃତୀୟ ଷ୍ଟୋର । ଏଠାରେ ଗୋଟେ ଛାତ ତଳେ ଖେଳ, ଜିମ୍ ସହ ଅନ୍ୟାନ୍ୟ ଉପକରଣ ସୁଲଭ ମୂଲ୍ୟରେ ମିଳିପାରିବ । ନୂଆ ଷ୍ଟୋର ଉଦଘାଟନ ଅବସରରେ ଏଠାରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ । ଗୋଟେ ମାସ ପର୍ଯ୍ୟନ୍ତ ଏହି ରିହାତିର ଲାଭ ଗ୍ରାହକମାନେ ଉଠାଇପାରିବେ । ସବୁଠୁ […]