ବିଶ୍ୱସ୍ତରୀୟ କ୍ରୀଡ଼ା କମ୍ପେ୍ଲକ୍ସ ‘କ୍ଳବ୍ ଅମ୍ବର’ ଉଦଘାଟନ କଲେ ଟେନିସ୍ କିମ୍ବଦନ୍ତୀ ଲିଆଣ୍ଡର ପେସ୍
ଭୁବନେଶ୍ୱର : ଦେଶର କ୍ରୀଡ଼ା ରାଜଧାନୀ ଓଡ଼ିଶାରେ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇବା ଏବଂ ବିଳାସପୂର୍ଣ୍ଣ ଜୀବନଯାପନର ଅନୁଭୂତିକୁ ପୁନଃ ନିର୍ଦ୍ଧାରଣ କରିବା ପାଇଁ ‘ଜେଡ଼୍ ୱାନ୍’ର ଏକ ବଳିଷ୍ଠ ପ୍ରୟାସ ହେଉଛି ‘କ୍ଳବ୍ ଅମ୍ବର’ । ରାଜଧାନୀର ଜଣାଶୁଣା ଆବାସିକ କମ୍ପେଲେକ୍ସ ‘ଜେଡ଼୍ ୱାନ୍’ ପରିସରରେ ଏକ ସଂପୂର୍ଣ୍ଣ ଅତ୍ୟାଧୁନିକ କ୍ରୀଡ଼ା ପରିସର ‘କ୍ଳବ ଅମ୍ବର’ ଉଦ୍ଘାଟିତ ହୋଇଯାଇଛି । ଏହାକୁ ଟେନିସ୍ କିମ୍ବଦନ୍ତୀ ଲିଆଣ୍ଡର ପେସ୍ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉଦଘାଟନ […]