ଓଡିଶା

ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଓଡିଶାକୁ ମିଳିଲା ରୌପ୍ୟ ପଦକ…

ଜଗତସିଂହପୁର, ୧୪ ନଭେମ୍ବର : ଚଳିତବର୍ଷ ୩୩ତମ ଜାତୀୟ କ୍ରୀଡା ପ୍ରତିଯୋଗିତା ଗୋଆରେ ନଭେମ୍ବର ୪ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶାର ଖୋ ଖୋ ଦଳ ପକ୍ଷରୁ ଜଗତସିଂହପୁର ଜିଲ୍ଲାର ୫ ଜଣ ଖେଳାଳି ଭାଗ ନେଇଥିଲେ । ପୁରୁଷ ଦଳରେ ଦେବେନ୍ଦ୍ର ନାଥ, ନିରଞ୍ଜନ ସାମଲ ଓ ମହିଳା ଦଳରେ ସସ୍ମିତା ନାଥଶର୍ମା, ମଧୁସ୍ମିତା ଓଝା, ସ୍ମରଣିକା ସାହୁ ଅଂଶ ଗ୍ରହଣ କରିଥିଲେ । ଉଭୟ ଦଳ ରନର୍ସ […]

ଓଡିଶା

ଜାତୀୟ ପ୍ରତିଯୋଗିତାରେ ଭାଗନେଇ ପ୍ରଶଂସା ସାଉଁଟୁଛନ୍ତି ଅବକାରୀ ବିଭାଗ ଏସ୍.ଆଇ କିଶୋର ଚନ୍ଦ୍ର ରଥ

ମଧ୍ୟପ୍ରଦେଶର ଇନ୍ଦୋର ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ସପ୍ତମ ଏସ୍.ବି.କେ.ଏଫ୍ ଗେମ୍ସ ୨୦୨୨ରେ ଭାଗ ନେଇଥିବା କ୍ରୀଡ଼ାବିତ ତଥା ଗଜପତି ଜିଲ୍ଲା ଅବକାରୀ ବିଭାଗର କାର୍ୟ୍ୟରତ ଏସ୍.ଆଇ କିଶୋର ଚନ୍ଦ୍ର ରଥ ଦୁଇଟି ବିଭାଗରେ କୃତିତ୍ବ ହାସଲ କରିଥିବା ଜଣାପଡ଼ିଛି । ସେ ମୋଟ ୩ଟି ବିଭାଗର ପ୍ରତିଯୋଗିତାରେ ଭାଗନେଇ ୨ଟି ରୌପ୍ୟ ଏବଂ ୩ଟି କାଂସ୍ୟ ପଦକ ହାସଲ କରିଛନ୍ତି । ସୂଚନା ଅନୁସାରେ, ଜାତୀୟସ୍ତର କ୍ରୀଡ଼ା ପ୍ରତିଯୋଗିତାରେ ସମଗ୍ର ଭାରତ ବର୍ଷର ୫୦ ରୁ ୭୦ […]

ଓଡିଶା

ରାଷ୍ଟ୍ରୀୟ କ୍ରୀଡା ଦିବସରେ ତୃଣମୂଳ ସ୍ତରରେ କ୍ରୀଡା ସଂସ୍କୃତିକୁ ସଶକ୍ତ କରିବା ପାଇଁ ପ୍ରତିଶ୍ରୁତି

ଭୁବନେଶ୍ୱର: ରାଷ୍ଟ୍ରୀୟ କ୍ରୀଡ଼ା ଦିବସରେ ବେଦାନ୍ତ ଆଲୁମିନିୟମ ଯୁବ ପ୍ରତିଭାଧାରୀଙ୍କ ଅଂଶଗ୍ରହଣ ସହିତ କ୍ରୀଡ଼ା ସଂସ୍କୃତିକୁ ମଜବୁତ କରିବା ପାଇଁ ପ୍ରତିଶ୍ରୁତି ଦେଇଛି । ଏହି ଲକ୍ଷ୍ୟକୁ ପୂରଣ କରିବା ଉଦେ୍ଦଶ୍ୟରେ ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା, ଲାଂଜିଗଡ଼ (କଳାହାଣ୍ଡି ଜିଲ୍ଲା) ଏବଂ ନିକଟବର୍ତୀ ଅଂଚଳରେ ଅନେକ କ୍ରୀଡ଼ା ଫର୍ମାଟ, ର୍କା୍ୟକ୍ରମକୁ ସକ୍ରିୟ ଭାବେ ସମର୍ଥନ କରି ଆସୁଛି । ଯୁବକମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ଉତ୍ସାହ ପ୍ରଦାନ , ସେମାନଙ୍କୁ ଉପୁକ୍ତ ତାଲିମ ପ୍ରଦାନ କରିବାରେ କମ୍ପାନି ପକ୍ଷରୁ […]

କ୍ରୀଡା

ରେକର୍ଡ କଲେ ଏଜାଜ୍, ଭାରତର ପ୍ରଥମ ଇନିଂସରେ ଏକାକୀ ହାସଲ କଲେ୧୦ ଉଇକେଟ

ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଇତିହାସ ରଚିଛନ୍ତି ଭାରତୀୟ ବଂଶୋଦ୍ଭବ ଏଜାଜ ପଟେଲ । ଭାରତର ପ୍ରଥମ ଇନିଂସରେ ଏକାକୀ ସମସ୍ତ ୧୦ ଉଇକେଟ ଅକ୍ତିଆର କରି ଅନୀଲ କୁମ୍ବଲେଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି ଏଜାଜ । ଏହା ବ୍ୟତୀତ ସେ ଭାରତରେ ଗୋଟିଏ ଇନିଂସରେ ସର୍ବାଧିକ ଉଇକେଟ ନେଇ ବିଶ୍ୱର ତୃତୀୟ ବୋଲର ଭାବେ ଟେଷ୍ଟ କ୍ରିକେଟରେ ପରଫେକ୍ଟ ଟେନ୍‌ ବ୍ୟାଟସମ୍ୟାନଙ୍କୁ ଆଉଟ କରିବାରେ ସଫଳ ହୋଇଛନ୍ତି । ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିବ […]