ଓଡିଶା

ଅତ୍ୟାଧୁନିକ ୩ଡି ଏଣ୍ଡୋସ୍ପାଇନ୍ ସର୍ଜରୀ ଏବେ ଓଡିଶାରେ ଉପଲବ୍ଧ…

ଭୁବନେଶ୍ୱର : ମେରୁଦଣ୍ଡ ଓ ମେରୁହାଡର ଦୁଇଟି ସବୁଠାରୁ ସାଧାରଣ ଓ ଯନ୍ତ୍ରଣାଦାୟକ ରୋଗ ସ୍ଲିପ୍‌ଡ ଡିସ୍କ ଓ ସାୟାଟିକାକୁ ଏବେ ଖୁବ୍ କମ୍ ଯନ୍ତ୍ରଣା ସହ ସଫଳତାର ଅସ୍ତ୍ରୋପଚାର କରାଯାଇପାରିବ ବୋଲି ଭୁବନେଶ୍ୱରର ବିଶିଷ୍ଟ ଏଣ୍ଡୋସ୍କୋପିକ୍ ସର୍ଜନ ଓ ଅର୍ଥୋପେଡିସିଆନ୍ ଡକ୍ଟର ପିସି ଦେ କହିଛନ୍ତି । ଡଃ ଦେ କହିଛନ୍ତି ଯେ, ଅତ୍ୟାଧୁନିକ ୩ଡି ଏଣ୍ଡୋସ୍ପାଇନ୍ ସର୍ଜରୀ ଏବେ ଓଡିଶାରେ ଉପଲବ୍ଧ ହେଉଛି । ଏହାକୁ ସର୍ବନିମ୍ନ ଇନଭାସିଭ୍ ଟେକନିକ୍ ଭାବେ ବିଚାର କରାଯାଉଛି […]