ଓଡିଶା

ଆଧ୍ୟାତ୍ମିକ କୁନି ପ୍ରବଚକ କେଶବ ଦାସଙ୍କ କରକମଳରେ ନିଯୁକ୍ତ କକ୍ଷ ଉନ୍ମୋଚିତ

ଡ଼.ଆର୍.ସି. ସାମନ୍ତରାୟ ମହାବିଦ୍ୟାଳୟରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି ଶିଶୁ ଦିବସ । ଉକ୍ତ ସଭାରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଗଣିଆ ପଂଚାୟତ ସମିତି ଅଧ୍ୟକ୍ଷା ଝୁନୁ ଜେନା ଏବଂ ସମ୍ମାନିତ ଅତିଥି ଭାବେ ଗିରିଶ ଚନ୍ଦ୍ର ମିଶ୍ର, କାଳନ୍ଦୀ ଚରଣ ଦାଶ ମହାରାଜ, ହରିହର ରାଉତ, ସମାଜସେବୀ ଅନ୍ତର୍ଯ୍ୟାମୀ ମିଶ୍ର, ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ମଳୟ […]