ବୁଣାକାରଙ୍କ ଉଦ୍ଦେଶ୍ୟରେ ଦିନଟିଏ…
ଭୁବନେଶ୍ୱର : ଭୁବନେଶ୍ୱରରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି । ସ୍ବାଭିମାନୀ ଓଡିଆ ୱିମେନ ୱାର୍ଲ୍ଡ, ପରିଚୟ ଫାଉଣ୍ଡେସନ୍, ସ୍ପନ୍ଦିତା ଏବଂ ଲାୟନ୍ସ ଇଣ୍ଟରନ୍ୟାସନାଲ୍ ଦ୍ୱାରା ଆୟୋଜିତ ଜାତୀୟ ହ୍ୟାଣ୍ଡଲୁମ୍ ଦିବସ ଅବସରରେ ହାତବୁଣା ପୋଷାକ ପିନ୍ଧି ହଜାର ହଜାର ମହିଳା ଏବଂ ପୁରୁଷ ଭୁବନେଶ୍ୱରସ୍ଥିତ ଶିଖରଚାଣ୍ଡି ପାହାଡରୁ ଇନଫୋସିଟି ଛକ ପର୍ଯ୍ୟନ୍ତ ପ୍ରାୟ ତିନି କିଲୋମିଟର ରାସ୍ତା ଚାଲି ଚାଲି ଅତିକ୍ରମ କରିଥିଲେ । ହସ୍ତଶିଳ୍ପ ପାଇଁ ଓଡିଶାର ଆଗ୍ରହ ଏବଂ ଉତ୍ସାହ ଦେଖି […]