ଆଲବମ୍ ଜଗତରେ ଧୁମ୍ ମଚାଇବ “ଏ ଜାଡୁ ବୋଇ”
ଭୁବନେଶ୍ବର : ଆସୁଛି ଆଉ ଏକ ନୂଆ ସଉରା ସଙ୍ଗୀତ “ଏ ଜାଡୁ ବୋଇ” । ତେବେ ଦର୍ଶକ ପ୍ରଥମ ଥର ପାଇଁ ଏକ ସଉରା ସଙ୍ଗୀତରେ ଭିଏଫ୍ଏକ୍ସର ଝଲକ ଦେଖିବେ । ଜିଶାୟା ରଇତ ଏବଂ ପରମ ଗମାଙ୍ଗଙ୍କ ପ୍ରଯୋଜନାରେ ଏହି ସଙ୍ଗୀତ ଦର୍ଶକଙ୍କ ମନ ମୋହିବ । ଦୁହିଁଙ୍କ ମନଛୁଆଁ ସଂଳାପକୁ ସଙ୍ଗୀତର ଧୁନରେ ସଜାଇଛନ୍ତି ଶୋଭନ କାର୍ଜି । ଏହା ସହ ଶୋଭନଙ୍କ ଉଚ୍ଚକୁଟୀର ଗ୍ରାଫିକ୍ସ ଏବଂ ଭିଏଫ୍ଏକ୍ସର ଛୁଙ୍କ ଗୀତକୁ ଆହୁରି […]