ଓଡିଶା

ଆଦର୍ଶ ଶିକ୍ଷୟିତ୍ରୀ ତଥା କବୟିତ୍ରୀ ମମତା ସୁଆରଙ୍କୁ ସମ୍ବର୍ଦ୍ଧନା…

ବେଗୁନିଆପଡା, (ଏଫ୍ଟୁଏସ୍/ ବାପୁନି କୁମାର ମାଲୁ) : ଆଦର୍ଶ ଶିକ୍ଷୟିତ୍ରୀ ତଥା କବୟିତ୍ରୀ ଭାବେ ସମ୍ମାନିତ ହୋଇଛନ୍ତି ଶିକ୍ଷୟତ୍ରୀ ମମତା ସୁଆର । ଜଗନ୍ନାଥ ପ୍ରସାଦ ସମ୍ବାଦ ସାହିତ୍ୟ ଘର ତରଫରୁ ଆମ ଓଡିଶା ସମ୍ବାଦର ମୁଖ୍ୟ ତଥା ପୂର୍ବତନ ଲୋକସଭା ସାଂସଦ, ପୂର୍ବତନ ରାଜ୍ୟସଭା ସାଂସଦ, ପୂର୍ବତନ ବିଧାୟକ ଖଣ୍ଡପଡା ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଜଗନ୍ନାଥ ପ୍ରସାଦର ରେଞ୍ଜର ସୁଜାତା ରାଣୀ ପଣ୍ଡା ମିଳିତ ଭାବେ ଶିକ୍ଷୟତ୍ରୀ ମମତା ସୁଆରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଜୀବନରେ […]

ଓଡିଶା

ସୌମ୍ୟଙ୍କ ସହ ସୁଧାଂଶୁ ହେଲେ ଦଳରୁ ବହିଷ୍କୃତ…

ଦୁଇଜଣ ବିଧାୟକଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଛି । ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସହିତ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ ଦଳରୁ ବିଦା କରିଛନ୍ତି ବିଜେଡି ସୁପ୍ରିମୋ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେମାନଙ୍କୁ ବହିଷ୍କାର କରାଯାଇଥିବା ନେଇ ଘୋଷଣା କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ବିଜେଡି ପକ୍ଷରୁ ଏକ ପ୍ରେସ ରିଲିଜ୍‌ ଜାରି କରାଯାଇଛି । ଯେଉଁଥିରେ ‘ସମ୍ବାଦ’ ଲୋନ୍‌ ସ୍କାମ୍‌ ନିମନ୍ତେ ସୌମ୍ୟଙ୍କୁ ବହିଷ୍କାର କରାଯାଇଥିବା କୁହାଯାଇଛି । ୩ଶହରୁ ଅଧିକ କର୍ମଚାରୀଙ୍କ ନାଁରେ ଲୋନ୍‌ ସ୍କାମ୍‌ […]