ଓଡିଶା

ଚର୍ଚ୍ଚାରେ ବିଧାୟିକାଙ୍କ ଫୋନ୍ ଧମକ । ୨୦୨୪ ନିର୍ବାଚନ ପୂର୍ବରୁ ବଦଳିଗଲା ବିଧାୟିକାଙ୍କ ସ୍ବଭାବ ?

ହିନ୍ଦୋଳ : ଫେସବୁକ୍ କମେଣ୍ଟକୁ ନେଇ ବିଧାୟିକାଙ୍କ ସିଧା ଟାର୍ଗେଟ୍ । ହିନେ୍ଦାଳ ବିଧାୟିକାଙ୍କ ଖୋଲା ଧମକ ପରେ ଥାନାର ଦ୍ୱାରସ୍ଥ ହେଲେ ଯୁବ ସମାଜସେବୀ । ଏପଟେ ୨୦୨୪ ନିର୍ବାଚନ ପୂର୍ବରୁ ବିଧାୟିକାଙ୍କ ଏପରି ଟାର୍ଗେଟ୍ ଜନତାଙ୍କ ମଧ୍ୟରେ କିଂଙ୍କାର ସୃଷ୍ଟି କରୁଛି । ଫେସବୁକ ହେଉଛି ଏକ ସାମାଜିକ ଗଣମାଧ୍ୟମ । ଏଠାରେ ସମସ୍ତେ ସମସ୍ତଙ୍କର ମତାମତ ନିଦ୍ୱର୍ନ୍ଦରେ ରଖିପାରିବେ । ତେବେ ବିଧାୟିକାଙ୍କ ପ୍ରଶଂସା ପୋଷ୍ଟ ତଳେ କମେଣ୍ଟରେ ସମାଜସେବୀ ତାଙ୍କୁ ପ୍ରଶ୍ନ […]

ଓଡିଶା

ଆଦିବାସୀ ଜନଜାତି ପାଇଁ ଖସଡା ପ୍ରସ୍ତୁତ । ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ

ଗଜପତି (ବିବେକାନନ୍ଦ ବେହେରା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମରିୟମ ରଇତ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଫାଲଗୁନ ମାଝୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ଧନେଶ୍ୱର ଭୂୟାଁ, ଜିଲ୍ଲା ମଙ୍ଗଳ […]

ଓଡିଶା

କୁନି ପରିର ବଡ କାରନାମା, ଏମିତି ସଂସ୍କାର ସମସ୍ତଙ୍କୁ ମିଳୁ !

କୁହାଯାଏ ଶିଶୁଟିଏ ହେଉଛି ଏକ କଞ୍ଚାମାଟି ସଦୃଶ । ଆମେ ତାଙ୍କୁ ଯେମିତି ରୂପେ ଗଢିବା ସେ ସେହିଭଳି ସମାଜରେ ନିଜକୁ ଗଢି ତୋଳିବେ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଶିଶୁଟି ପିଲାଟିବେଳୁ କେଉଁ ପ୍ରକାର ସଂସ୍କାର ପାଇବ ତାହା ତାର ମାତାପିତା ଉପରେ ନିର୍ଭର । ଯେଉଁ ଦେଶର ଜ୍ଞାନକୌଶଳ ଯେତେ ଉନ୍ନତ ସେ ଦେଶ ସେତେ ବିକଶିତ । ଠିକ ସେହିଭଳି ଶିଶୁଙ୍କୁ ପିଲାଟିବେଳୁ ଆମେ ଯେମିତି ଗଢିତୋଳିବା ଆଗାମୀ ଭଭିଷ୍ୟତରେ ତାଙ୍କର ପ୍ରତ୍ୟେକ […]