ଟ୍ରେଣ୍ଟିଂ ଦେଶ ବିଦେଶ

ସଂଘର୍ଷମୟ ଜୀବନରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସିନ୍ଧୁତାଇ… ଆରପାରିରେ ପ୍ରଖ୍ୟାତ ସମାଜସେବୀ ତଥା ଅନାଥଙ୍କ ମା’ ତଥା ପଦ୍ମଶ୍ରୀ ସିନ୍ଧୁତାଇ

ପରଲୋକରେ ପ୍ରଖ୍ୟାତ ସମାଜସେବୀ ତଥା ଅନାଥଙ୍କ ମା’ ତଥା ପଦ୍ମଶ୍ରୀ ସିନ୍ଧୁତାଇ ସପକାଲ । ମଙ୍ଗଳବାର ୭୩ ବର୍ଷ ବୟସରେ ତାଙ୍କର ମହାପ୍ରୟାଣ ହୋଇଛି । କିଛି ଦିନ ହେବ ଅସୁସ୍ଥ ଥିବା ସିନ୍ଧୁତାଇଙ୍କର ହୃଦଘାତ ଯୋଗୁଁ ପରଲୋକ ହୋଇଥିବା ସୂଚନା ମିଳିଛି । ମହାରାଷ୍ଟ୍ରର ‘ମଦର ଟେରେସା’ ଭାବେ ଜଣାଶୁଣା ଥିଲେ ସିନ୍ଧୁତାଇ । ସେ ନିଜର ସମ୍ପୂର୍ଣ୍ଣ ଜୀବନ ଅନାଥ ପିଲାଙ୍କ ସେବାରେ ବିତାଇଥିଲେ । କାନ୍ଦୁଥିବା ପିଲାକୁ ଯିଏ ହସେଇପାରେ, ବେସାହାରା ପିଲାଙ୍କୁ […]