ଓଡିଶା

ଓଡିଶାରେ ସ୍ଲିପର ସେଲ୍ ଆକ୍ଟିଭ୍ !

ଲମ୍ବିଛି ସିମ୍ ବକ୍ସର ବୁଢୀଆଣି ଜାଲ । ପ୍ରଥମେ ଭୁବନେଶ୍ବର । ଆଉ ଏବେ କଟକ । ଆଶଙ୍କା ପୁରା ରାଜ୍ୟ ତଥା ସମଗ୍ର ଦେଶରେ ଲମ୍ବିଛି ଏହି ଲିଙ୍କ୍ । ଖାଲି ରାଜୁ ମଣ୍ଡଳ ନୁହେଁ, ଏହି ସ୍କାନରରେ ଥାଇପାରନ୍ତି ଅନେକ ସ୍ଲିପର ସେଲ୍ । ପୁଲିସ୍ ତଦନ୍ତ ବେଳେ ଘଟଣାରେ ଆଉ ଏକ ନାମ ରହିଛି । ଅସଦୁର୍ ଜମାନ । ବର୍ତ୍ତମାନ ସୁଦ୍ଧା ବାଂଲାଦେଶୀ ନାଗରିକ ଅସଦୁର ମାଷ୍ଟରମାଇଣ୍ଡ ବୋଲି ଜଣାପଡିଛି । […]