ଟ୍ରେଣ୍ଟିଂ ଦେଶ ବିଦେଶ

ସିକିମରେ ବାଦଲ ଫଟା ବର୍ଷା । ନଦୀର ପ୍ରଖର ସ୍ରୋତରେ ଭାସିଗଲେ ୨୩ ଯବାନ…

ବାଦଲ ଫଟା ବର୍ଷା ଯୋଗୁଁ ସିକିମରେ ବନ୍ୟା ପରିସ୍ଥିତି । ତିସ୍ତା ନଦୀରେ ଅଚାନକ କାଦୁଅ ମିଶା ବନ୍ୟା ପାଣି ମାଡ଼ି ଆସିବାରୁ ଭାସିଯାଇ ନିଖୋଜ ଅଛନ୍ତି ପ୍ରାୟ ୨୩ ଯବାନ । ନିଖୋଜ ଯବାନଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଉଦ୍ଧାର କାର୍ଯ୍ୟରେ ସାମିଲ ହେବାରୁ ଆଖପାଖ ରାଜ୍ୟରୁ ସେନା ଯବାନ ସିକିମରେ ପହଞ୍ଚୁଥିବା ଜଣାଯାଇଛି । ବନ୍ୟା ଯୋଗୁଁ ସେନା କ୍ୟାମ୍ପ ପ୍ରଭାବିତ ହୋଇଥିବା ବେଳେ ଯାନବାହାନ ଭାସିଯାଇଛି । ସିଙ୍ଗତମ ନିକଟରେ […]