ଦେଶ ବିଦେଶ

ନବଜୋତ ସିଂହ ସିଦ୍ଧୁଙ୍କୁ ମିଳିଲା ନୂଆ ନିଯୁକ୍ତି, ପ୍ରଥମ ୯୦ ଦିନ ପାଇଁ ପ୍ରାପ୍ୟ ମିଳିବ ନାହିଁ

ନବଜୋତ ସିଂହ ସିଦ୍ଧୁଙ୍କୁ ମିଳିଲା ନୂଆ ନିଯୁକ୍ତି । ଏଣିକି ସେ ପଟିଆଲା ସେଣ୍ଟ୍ରାଲ ଜେଲରେ କିରାଣୀ ଭାବେ କାର୍ଯ୍ୟ କରିବେ ବୋଲି ସୂଚନା ମିଳିଛି । ୧୯୮୮ ମସିହାରେ ‘ରୋଡ୍ ରେଜ୍’ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ କ୍ରିକେଟରରୁ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ । ଏହି ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ୧ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।ଜେଲ ମଧ୍ୟରେ ସିଦ୍ଧୁଙ୍କ ସୁରକ୍ଷା ବ୍ୟବସ୍ଥା ଚ୍ୟାଲେଜିଂ ହୋଇଥିବାରୁ ସେ ଜେଲ ଅଫିସର […]

ଦେଶ ବିଦେଶ

ପଞ୍ଜାବରେ କଂଗ୍ରେସର ବହୁ ହେଭିୱେଟଙ୍କୁ ଚିତପଟାଙ୍ଗ କରିଛନ୍ତି ଆପ୍ ପ୍ରାର୍ଥୀ

ପଞ୍ଜାବ ରାଜନୀତିର ଫଳାଫଳ ଏଥର ସମସ୍ତଙ୍କୁ ଚକିତ କରିଛି । ପଞ୍ଜାବ ରାଜନୀତି ମୈଦାନରେ ଚିତପଟାଙ୍ଗ ମାରିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ନି । ନିକଟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଆସନ ସମ୍ଭାଳିଥିଲେ ଚରଣଜିତ ସିଂହ ଚନ୍ନି । ଦଳର ହାଇକମାଣ୍ଡ ତାଙ୍କ ଉପରେ ବିଶ୍ୱାସ ଦେଖାଇଥିଲେ । ଚନ୍ନି ପଞ୍ଜାବର ଦୁଇଟି ଆସନରୁ ପ୍ରାର୍ଥୀ ହୋଇଥିଲେ । ହେଲେ ସେ ଦୁଇଟି ଯାକ ଆସନରୁ ହାରିଯାଇଛନ୍ତି । ଉଭୟ ଚମକୌର ସାହିବ ଏବଂ ଭଦୌର ଆସନରେ ଚନ୍ନିଙ୍କ ଉପରେ ଭରସା […]