ଓଡିଶା ବ୍ୟବସାୟ

ରାଜଧାନୀରେ ଶ୍ୟାମଳା ଡ୍ରାଏ ଫ୍ରୁଟ୍ସ୍ ଖୋଲିଲା ତାର ପ୍ରଥମ ଆଉଟଲେଟ୍…

ଭୁବନେଶ୍ୱର : ଉଚ୍ଚମାନର ଅର୍ନ୍ତଜାତୀୟ ଡ୍ରାଏ ଫ୍ରୁଟ୍ସ୍, ନମକିନ୍ ଏବଂ ହେଲ୍ଥ ୱେଲନେସ୍ ଉତ୍ପାଦ ସହିତ କାରାବାର କରୁଥିବା ଅନ୍ୟତମ ଅଗ୍ରଣୀ ରିଟେଲ୍ ବ୍ରାଣ୍ଡ ଶ୍ୟାମଳା ଡ୍ରାଏ ଫ୍ରୁଟ୍ସ୍ ସ୍ଥାନୀୟ ରଘୁନାଥପୁରରେ ଅବସ୍ଥିତ ରୟାଲ ଆର୍କେଡ୍ ମଲ୍ରେ ଏହାର ସ୍ୱତନ୍ତ୍ର ଆଉଟଲେଟ୍ ଖୋଲିଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପସଭାପତି ସୂର୍ଯ୍ୟକାନ୍ତ ନନ୍ଦ, ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପସଭାପତି କୁନାଲ ରାଉତ, ଶ୍ୟାମଳା ଡ୍ରାଏ ଫ୍ରୁଟ୍ସର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ମାଭୁଦୁରୁ […]